ଦିଗପହଣ୍ଡି,୨୫/୨ : ରତନେଶ୍ବରି ମନ୍ଦିର ନିକଟରେ ଭୟଙ୍କର ଦୁର୍ଘଟଣା ।  ବାଇକ୍-   ଟ୍ରକ  ମୁହାଁ ମୁହିଁ  ଦୁର୍ଘଟଣା   । ଦୁର୍ଘଟଣା ପରେ ଜଳିଗଲା ବାଇକ୍ । ପରେ ବାଇକରେ   ଥିବା  ୩ ଜଣ ଆରୋହୀ ଜଳିଯାଇଛନ୍ତି ।  ନିଆଁରେ ଜଳି ଯାଇ ଜଣେ ମୃତ , ଅନ୍ୟ ୨ଜଣ ଗୁରୁତର ହୋଇଛନ୍ତି  ।