ପ୍ରମୂଖ ଖବର
  • ଜୟଦେବ ବିହାର-ନନ୍ଦନକାନନ ଏଲିଭେଟେଡ୍‌ ରୋଡ୍‌ କରିଡର, ଦୁଇଥାକିଆ ରାସ୍ତା ପାଇଁ ହେବ ସାନି ଟେଣ୍ଡର
  • ||
  • ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ବୁଢ଼ୀଘରା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଜଣେ ମୃତ ୪ ଆହତ
  • ||
  • ଚିନ୍ତା ବଢ଼ାଇଛି କରୋନାର ନୂଆ ଭାରିଆଣ୍ଟ: ସିଙ୍ଗାପୁର, ହଂକଂରେ ବଢ଼ିଲା ସଂକ୍ରମଣ, ଚୀନ୍‌ ଓ ଥାଇଲାଣ୍ଡକୁ ଆଲର୍ଟ ଜାରି
  • ||
  • IPL 2025 : ଆଜି ସୁପରକିଙ୍ଗ୍‌ସ-ରାଜସ୍ଥାନ ରୟାଲ୍ସ ମୁକାବିଲା
  • ||
  • ଯୁଦ୍ଧବିରତି ପାଇଁ ରାଜି ହେଲା ଋଷ; ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ହେଲା ଫୋନରେ ବାର୍ତ୍ତାଳାପ
  • ||
  • ଆସନ୍ତା ୨୧ରୁ ୨୩ ଯାଏ ବଢ଼ିବ କାଳବୈଶାଖୀ, ଆଜି ୧୮ ଜିଲ୍ଲାକୁ ଆଲର୍ଟ ଜାରି: ଉପକୂଳ ଗରମ ଓ ଗୁଳୁଗୁଳି ଜାରି
  • ||

ଵିଜେଡି ପକ୍ଷରୁ ଗଡଗଡେଶ୍ବର ମନ୍ଦିରରେ ଦୀପଦାନ

Published By : Prameya | May 9, 2025 11:26 PM

ଭୁବନେଶ୍ବର,୯।୫ : ଭାରତୀୟ ସେନାଙ୍କ ପାକିସ୍ତାନ ବିରୋଧରେ ଲଢେ଼ଇକୁ ସମର୍ଥନ ଜଣାଇ ଓ ଶୁଭକାମନା କରି ଶୁକ୍ରବାର କଟକ ଵିଜେଡି ପକ୍ଷରୁ ଗଡଗଡେଶ୍ବର ମନ୍ଦିରରେ ଦୀପଦାନ କରାଯାଇଛି। 

ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ନେତୃତ୍ବରେ ଵିଜେଡିର କର୍ମୀ ମାନେ ଗଡଗଡେଶ୍ବର ମନ୍ଦିରରେ ଦୀପଦାନ କରିଛନ୍ତି।ସେନାର ଅଭିଯାନ ଓ ସରକାରଙ୍କ ନିଷ୍ପତ୍ତିକୁ ଵିଜେଡି ପୂର୍ଣ୍ଣ ସମର୍ଥନ ଜଣାଉଛି । ସେନାର ମନୋବଳ ଵଢାଇଵା ପାଇଁ ଵିଜେଡି ଏହି ଭଳି କାର୍ଯ୍ୟକ୍ରମ ଆୟୋଜନ କରୁଥିବା ଦେବାଶିଷ କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.