PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ଓଜନ କମାଇବାରେ ସାହାଯ୍ୟ କରେ ଗୋଲମରିଚ, ଏମିତି କରନ୍ତୁ ସେବନ

ଭୁବନେଶ୍ୱର ୧୯/୫: ଗୋଲମରିଚ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ । ଏହା ପ୍ରାୟତଃ ସବୁ ପ୍ରକାର ରୋଗର ଚିକିତ୍ସା କରିବାରେ ସକ୍ଷମ ହୋଇଥାଏ । ଏଥିରେ କ୍ୟାଲୋରିଜର ମାତ୍ରା ବହୁତ କମ୍ ହୋଇଥାଏ । ଏହା ସହିତ ଶରୀରର ଇମ୍ୟୁନିଟି ସିଷ୍ଟମକୁ ଭଲ ରଖିବାରେ ଏହା ସାହାଯ୍ୟ କରିଥାଏ । ଆପଣ ଫିଟ୍ ରହିବା ପାଇଁ ଗୋଲମରିଚ ନିଶ୍ଚୟ ସେବନ କରିବା ଉଚିତ୍ । ଯଦି ଆପଣଙ୍କ ଓଜନ ବଢୁଛି ତେବେ ଆପଣ ଏହାକୁ ସେବନ କରି ଲାଭ ପାଇପାରିବେ ।  

ଆପଣ ଓଜନ କମ୍ କରିବା ପାଇଁ ଗୋଲମରିଚ ଚା ମଧ୍ୟ ସେବନ କରିପାରିବେ । ଏହାକୁ ପ୍ରସ୍ତୁତ କରିବା ବହୁତ ସହଜ । ଏହି ଚା ପ୍ରସ୍ତୁତ କରିବା ପାଇଁ ଅଦା, ମହୁ, ତୁଳସୀ, ଲେମ୍ବୁ ଏବଂ ଗ୍ରୀନ ଟି ବ୍ୟାଗ୍ସ ବ୍ୟବହାର କରିପାରିବେ । ପାଣିରେ ଏସବୁ ମିଶାଇ  ଅଧା ଚାମଚରୁ କମ୍ ଗୋଲମରିଚକୁ ସେଥିରେ ମିଶାନ୍ତୁ ଏବଂ ସକାଳେ ଜଳଖିଆ କରିବା ପୂର୍ବରୁ ପିଅନ୍ତୁ । ଏହାପରେ ଆପଣ ନିଜେ ଫରକ ଜାଣିପାରିବେ ।

ଆପଣ ଗୋଲମରିଚକୁ ଫ୍ରୁଟ୍ ଡ୍ରିଙ୍କରେ ମଧ୍ୟ ମିଶାଇ ପିଇପାରିବେ । ଏହାର ବାସ୍ନା ଏବଂ ସ୍ୱାଦ ଆପଣଙ୍କ ଡ୍ରିଙ୍କର ଫ୍ଲେଭରକୁ ଅଧିକ ସୁସ୍ୱାଦୁ କରିବାରେ ସାହାଯ୍ୟ କରିବ । ଏହାକୁ ନିୟମିତ ସେବନ କଲେ ଆପଣଙ୍କ ଓଜନ କମିବ । ଏହା ସହିତ ଆପଣଙ୍କ ସ୍କିନ୍ ମଧ୍ୟ ଗ୍ଲୋ କରିବ ଏବଂ ପାଚନ ଶକ୍ତି ବଢିବ । ଆପଣ ଗୋଲମରିଚକୁ ଡାଇରେକ୍ଟ ମଧ୍ୟ ସେବନ କରିପାରିବେ । ଏଥିପାଇଁ ୨ରୁ୩ ଟି ପ୍ରତିଦିନ ସେବନ କରନ୍ତୁ । ଏହା ଆପଣଙ୍କୁ ସବୁଥିରେ ଫାଇଦା ଦେବ ।