ଭୁବନେଶ୍ବର, ୨୮।୫ ଉତ୍କଳ ଚାମ୍ବର ଅଫ୍ କମର୍ସର ସଦସ୍ୟ ତଥା ଟିଭି ପ୍ୟାନେଲିଷ୍ଟର ବି.ଏସ୍ ପାନି (୭୩)ଙ୍କ ଶନିବାର ରାତିରେ ବେଙ୍ଗାଲୁରରେ ଦେହାନ୍ତ ହୋଇଛି । ସେ ନାଲୋକର ପୂର୍ବତନ ଡିଜିଏମ୍ (ବୈଷୟିକ) ମଧ୍ୟ ଥିଲେ। ସେ କର୍କଟ ରୋଗରେ ପୀଡିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ପତ୍ନୀ ସୁସ୍ମିତା ପାନି ଓ ଏକମାତ୍ର ପୁଅ ଗୌରବ ପାନି ଉପସ୍ଥିତ ଥିଲେ।

ମାହାଙ୍ଗା ଡବଲ ମର୍ଡର ମାମଲା , ମୋ ବିରୋଧରେ ଷଡଯନ୍ତ...