ପ୍ରମୂଖ ଖବର
  • ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୭ଟି ସ୍ଥାନରେ ଚଢାଉ
  • ||
  • ରୋପୋ ରେଟ୍ ଅପରିବର୍ତ୍ତିତ ରଖିଲା RBI, ୫.୫ ପ୍ରତିଶତରେ ସ୍ଥିର ସୁଧ ହାର
  • ||
  • ଖାଦ୍ୟ ପାର୍ସଲ ଦେବାକୁ କହି ମହିଳାଙ୍କୁ ଡାକିଲେ, ଆସିବାରୁ ହତ୍ୟା ଧମକ ଡେଲିଭରି ବୟ
  • ||
  • ଓଟିଇଟି ପ୍ରଶ୍ନ ଲିକ୍‌ କେଳେଙ୍କାରୀ: ମହିଳା ଡାଟା ଏଣ୍ଟ୍ରି ଅପରେଟର୍‌ଙ୍କୁ ମାରାଥନ୍ ଜେରା, ଏବେ କ୍ରାଇମ୍‌ବ୍ରାଞ୍ଚ୍‌ ସ୍କାନର୍‌ରେ ସଭାପତି
  • ||
  • ତେଲକୋଇ : ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ
  • ||
  • ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା, ଆଜି ମୁଖ୍ୟ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ, ଝାଡ଼ସୁଗୁଡ଼ା ଏଡିଜେଏ କୋର୍ଟରେ ହେବ ଶୁଣାଣି
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା; ଉପସଭାପତି ନିହାର ମହାନ୍ତି ସସ୍‌ପେଣ୍ଡ୍, ଏବେ କ୍ରାଇମ୍‌ବ୍ରାଞ୍ଚ ସ୍କାନ୍‌ରେ ସଭାପତି
  • ||
  • ବୁଧବାର ଏବଂ ଗୁରୁବାର ପ୍ରବଳ ବର୍ଷା ସମ୍ଭାବନା, ଓଡ଼ିଶାର ଅଧାରୁ ଅଧିକ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି
  • ||

୮ ବର୍ଷ ପରେ ବୁଡ଼ାଗୁଡା ଫାଣ୍ଡି ଉଦଘାଟନ

Published By : Gurupada Nath | August 5, 2025 8:05 PM

ଦାରିଙ୍ଗବାଡି,୫/୮ :   କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବୁଡାଗୁଡା ପଞ୍ଚାୟତର ଚତୁଃ ପାର୍ଶ୍ବରେ ରହିଛି ୭ଟି ପଞ୍ଚାୟତ । ପଞ୍ଚାୟତ ଗୁଡ଼ିକ ହେଲା କୋଟଗଡ ବ୍ଲକର ପକାରୀ ଓ ପାରିଗଡ ,ବାଲିଗୁଡା ବ୍ଲକର ଋତୁଙ୍ଗିଆ ,ଦାରିଙ୍ଗବାଡି ବୁକର ବୁଡାଗୁଡା ,ତିଲୋରୀ ,କିରୀକୁଟି ଓ ଗୁମିକିଆ । ଏହି ସମସ୍ତ ପଞ୍ଚାୟତ ସମସ୍ୟା ଭିତ୍ତିକ ମୌଳିକ ସୁବିଧା ସହ ପୋଲିସର ସହଯୋଗରୁ ବଞ୍ଚିତ ହୋଇ ରହି ଆସୁଥିଲେ ।

ଯେଉଁ ସମସ୍ୟା ଗୁଡ଼ିକୁ ସହୃଦୟତାର ସହ ବିଚାର କରି ସମାଧାନ ଦିଗରେ ନେବା ପାଇଁ କନ୍ଧମାଳ ଜିଲ୍ଲାପାଳ କନ୍ଧମାଳ ଏସପି ଏବଂ ରାଜ୍ୟ ସରକାର ଦୀର୍ଘ ଦିନର ଗୁହାରି ଶୁଣିଛନ୍ତି । କନ୍ଧମାଳ ଏସପି ହରିଶ୍ ବି.ସି, ବାଲିଗୁଡା ଏସଡ଼ିପିଓ ରମେନ୍ଦ୍ର ପ୍ରସାଦ ଆଇଆଇସି ସମ୍ବିତି କୁମାର ସ୍ୱାଇଁ ଆଜି ବୁଡ଼ାଗୁଡାଠାରେ ପହଞ୍ଚି ଏହାକୁ ଉଦଘାଟନ କରିଥିଲେ । ଫଳରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଏହି ଉଦଘାଟନ ସମୟରେ ବହୁ ମହିଳା ଏବଂ ପୁରୁଷ ଉପସ୍ଥିତ ଥିଲେ ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.