PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ବାଇକ ଧକ୍କାରେ ବୃଦ୍ଧ ମୃତ, ଯୁବକ ଗୁରୁତର

ଢେଙ୍କାନାଳ,୧୮/୧୧ : ଢେଙ୍କାନାଳ-କାମାକ୍ଷାନଗର ରାସ୍ତାର କମଗରା ନିକଟରେ ବାଇକ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତୁ୍ୟ ଘଟିଛି । ମୃତକ ଜଣକ କମଗରା ଶ୍ରୀରାମପୁର ଗାଁର ସଚ୍ଚି ମଲ୍ଲିକ (୬୦) ବୋଲି ଜଣାଯାଇଛି । ବାଇକ ଚାଳକ ଜିରାଳ ଗ୍ରାମର ରାକେଶ ସାହୁଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ, ଗୁରୁତର ରାକେଶ ବାଇକରେ ଢେଙ୍କାନାଳରୁ କାମାକ୍ଷାନଗର ଆଡକୁ ଯାଉଥିଲେ । ଦୃତ ବାଇକ ଚଳନା କାରଣରୁ ଭାରସାମ୍ୟ ହରାଇ କମଗରାଠାରେ ବୃଦ୍ଧଙ୍କୁ ଧକ୍କା ଦେଇଥିଲେ । ବୃଦ୍ଧଙ୍କର ଘଟଣା ସ୍ଥଳରେ ମୃତୁ୍ୟ ଘଟିଥିଲା । ଯୁବକଙ୍କ ମୁହଁ ଆଦି କ୍ଷତାକ୍ତ ହେବାସହ ଗୁରୁତର ହୋଇପଡିଥିଲେ । ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ଡାକ୍ତର ବୃଦ୍ଧଙ୍କୁ ମୃତୁ୍ୟ ଘୋଷଣା କରିବା ସହ ଯୁବକଙ୍କୁ କଟକ ସ୍ଥାନାନ୍ତର କରିଛନ୍ତି ।

ସମ୍ବନ୍ଧିତ ଖବର