ଭୁବନେଶ୍ୱର, ୨୩/୦୨: ସରି ଆସୁଛି ମହାକୁମ୍ଭ। ଆଜି  ତ୍ରିବେଣୀରେ ଆସ୍ଥାର ବୁଡ଼ ପକାଇବେ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିପାଇଁ ଭୁବନେଶ୍ୱରରୁ ପ୍ରୟାଗରାଜ ଅଭିମୁଖେ  ଯାତ୍ରା କଲେ ସିଏମ୍ । ଦିନ ୧୧ଟା ୩୦ରେ  ତ୍ରିବେଣୀ ସଙ୍ଗମରେ ପବିତ୍ର ସ୍ନାନ  କରିବେ। ରବିବାର ପ୍ରୟାଗରାଜରେ ରହିବେ । ସୋମବାର ଅଯୋଧ୍ୟା  ରାମମନ୍ଦିର ଯାଇ ରାମଲାଲାଙ୍କ ଦର୍ଶନ  କରିବେ । ପରେ ବାରଣାସୀ ଯିବେ । ସେଠାରେ ରାତ୍ରିଯାପନ କରିବେ ।  ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଅପରାହ୍ନରେ  ଭୁବନେଶ୍ୱରରେ ପହଞ୍ଚିବେ ।

ମାସ ଶେଷ ସୁଦ୍ଧା ମୋହନଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ! ମୁଖ୍ୟମନ୍ତ୍ରୀଙ୍କ ମହାକୁମ୍ଭ ବୁଡ଼ ପରେ ବଡ଼ ଘୋଷଣା