PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଏଆଇସିସି ସଭାପତି ନିର୍ବାଚନ : ମଲ୍ଲିକାର୍ଜୁନ ଖଡ଼ଗେ ଓ ଥରୁର ଦାଖଲ କଲେ ନାମାଙ୍କନ

ନୂଆଦିଲ୍ଲୀ, ୩୦/୯ : ଚର୍ଚ୍ଚାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ଏଆଇସିସି ସଭାପତି ନିର୍ବାଚନରେ ନାମାଙ୍କନ ଭରିଛନ୍ତି କଂଗ୍ରେସର ଦୁଇ ପୁରୁଖା ନେତା । ଗାନ୍ଧୀ ପରିବାରର ବିଶ୍ବସ୍ତ କୁହାଯାଉଥିବା ମଲ୍ଲିକାର୍ଜୁନ ଖଡ଼ଗେ ଶେଷରେ ସବୁ   କଳ୍ପନାଜଳ୍ପନାର ଅନ୍ତ ଘଟାଇ ନାମାଙ୍କନ ଦାଖଲ କରିଛନ୍ତି । ଖଡ଼ଗେ ଏବଂ ଶଶୀ ଥରୁର ଶୁକ୍ରବାର ଏହି ନାମାଙ୍କନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ଅଧ୍ୟକ୍ଷ ପଦର ରେସରେ ଦିଗବିଜୟ ସିଂହ ନିଜକୁ ବାହାର କରି ଦେଇଛନ୍ତି । ସେ ଏବଂ ଅଶୋକ ଗେହଲଟ ଖଡ଼ଗେଙ୍କ ପ୍ରସ୍ତାବକ ହୋଇଛନ୍ତି । ଖଡ଼ଗେ ନିର୍ବାଚନ ଲଢିବା ଦ୍ବାରା ଏହି କଥା ନିଶ୍ଚିତ କି ଏହା ଗାନ୍ଧୀ ପରିବାରର ଚଏସ ।

ସେହିଭଳି ଦିଗବିଜୟ ସିଂହ କହିଛନ୍ତି କି ସେ ଖଡ଼ଗେଙ୍କ ବିରୁଦ୍ଧରେ ନିର୍ବାଚନ ଲଢିପାରିବେ ନାହିଁ । ମୁଁ ଜୀବନ ସାରା କଂଗ୍ରେସ ଲାଗି କାମ କରିଛି ଏବଂ ଆଗକୁ ବି କରିବି । ମୁଁ କେବେ ବି ତିନିଟା ଜିନିଷରେ ବୁଝାମଣା କରିନାହିଁ, ଦଳିତ, ଆଦିବାସୀ ଏବଂ ଗରିବଙ୍କ ଲାଗି ଛିଡ଼ା ହେବା।  

ଏହାସହ ସେ ଆହୁରୀ ମଧ୍ୟ କହିଛନ୍ତି  ଖଡ଼ଗେ ମୋର ବରିଷ୍ଠ । ମୁଁ ଗତକାଲି ତାଙ୍କ ବାସଭବନକୁ ଯାଇଥିଲି ଏବଂ କହିଥିଲି କି ଯଦି ସେ କଂଗ୍ରେସ ଅଧ୍ୟକ୍ଷ ପଦ ଲାଗି ନାମାଙ୍କନ କରୁଛନ୍ତି ତ ମୁଁ କରିବି ନାହିଁ । ଏହାପରେ ମୋତେ ଗଣମାଧ୍ୟମରୁ ଜଣାପଡ଼ିଥିଲା କି ସେ ଏହି ପଦ ଲାଗି ଆଶାୟୀ ଅଛନ୍ତି । ପରେ ମୁଁ ତାଙ୍କୁ କହିଥିଲି ମୁଁ ତାଙ୍କ ସହ ଛିଡ଼ା ହୋଇଛି ଏବଂ ତାଙ୍କ ବିପକ୍ଷରେ ନିର୍ବାଚନ ଲଢିବାକୁ ଭାବି ପାରିବି ନାହିଁ । ମୁଁ ତାଙ୍କର ପ୍ରସ୍ତାବକ ହେବି ।

ସମ୍ବନ୍ଧିତ ଖବର