ଭୁବନେଶ୍ବର,୨୮।୧ : ଲଞ୍ଚ୍ ହେଲା ନିର୍ମାଣ ବିଭାଗର ଦୁଇ ନୂଆ ଆପ୍ଲିକେସନ୍। ଉନ୍ମୋଚନ କଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଠିକାଦାର ଡାଟାବେଶ୍ ମ୍ୟାନେଜମେଣ୍ଟ ସିଷ୍ଟମ ଭର୍ସନ-୩ ଆପ ଲଞ୍ଚ ହୋଇଛି। ସେହିପରି ଇଆଇବି ଆପ୍ ଲଞ୍ଚ କରାଯାଇଛି । ଏହି ଆପ ଯୋଗେ ଆଇବି ବଙ୍ଗଳା ଅନଲାଇନ ରିଜରଭେଶନ କରିବା ଆହୁରି ସରଳ ହୋଇଛି। ଇଆଇବି ଆପ୍ ଯୋଗେ କରିହେବ ରିଜରଭେଶନ । ଅଫିସିଆଲ୍ ଓ ନନ୍ ଅଫିସିଆଲ୍ ସମସ୍ତେ ଏହି ଆପ୍ ବୁକ୍ କରି ପାରିବେ।