PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ସତ ଓଗାଳୁଛି ଆଫତାବ୍‌, ଖୋଲୁଛି ଶ୍ରଦ୍ଧା ହତ୍ୟାକାଣ୍ଡ ଗୁମର: ହାଡ ଓ ମାରଣାସ୍ତ୍ର ଜବତ କଲା ପୋଲିସ

ନୂଆଦିଲ୍ଲୀ ୧୯/ ୧୧: ବହୁଚର୍ଚ୍ଚିତ ଶ୍ରଦ୍ଧା ଓ୍ବାଲକର ହତ୍ୟାକାଣ୍ଡ ଘଟଣାରେ ଗୋଟିଏ ପରେ ଗୋଟିଏ ଖୁଲାସା କରୁଛି ପୋଲିସ । ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଥିବା ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡର ଖଳନାୟକ ପ୍ରେମିକ ଆଫତାବ୍‌କୁ ରିମାଣ୍ଡରେ ଆଣି ପଚରାଉଚରା କରାଯାଉଛି । ପଚରାଉଚରା ବେଳେ ଗୋଟିଏ ପରେ ଗୋଟିଏ ସତ ଓଗାଳୁଛି ପିଶାଚ ଆଫତାବ୍‌ । ଏହି କ୍ରମରେ ଶନିବାର ପୁଣି କିଛି ପ୍ରମାଣ ପାଇଛି ପୋଲିସ । ସ୍ଥାନୀୟ ମେହରୁଲୀ ଜଙ୍ଗଲରୁ ଜଙ୍ଘର ହାଡ ଏବଂ ଅନ୍ୟ କିଛି ହାଡ ଜବତ କରାଯାଇଛି ଯାହାକି ଶ୍ରଦ୍ଧାଙ୍କର ବୋଲି ଅନୁମାନ କରାଯାଉଛି ।

ଅଭିଯୁକ୍ତ ଆଫତାବ୍‌ ଅମିନ ପୁନାଓ୍ବାଲା ଘରୁ ମଧ୍ୟ କିଛି ମାରଣାସ୍ତ୍ର ଜବତ କରିଛି ପୋଲିସ । ଅନୁମାନ କରାଯାଉଛି ଯେ, ସେହି ଅସ୍ତ୍ରକୁ ଶ୍ରଦ୍ଧା ଓ୍ବାଲକରଙ୍କ ହତ୍ୟାକାଣ୍ଡରେ ବ୍ୟବହାର କରାଯାଇଥିଲା । ମାରଣାସ୍ତ୍ର ଏବଂ ହାଡ ଜବତ କରାଯିବା ପରେ ସେଗୁଡିକୁ ଫରେନସିକ୍‌ ଲାବେରାଟୋରୀକୁ ପଠାଯିବ ବୋଲି ପୋଲିସ ସୂଚନା ଦେଇଛି । ଜଙ୍ଗଲରୁ ଜବତ ହାଡ ଶ୍ରଦ୍ଧାଙ୍କର କି ନୁହେଁ ତାହା ଫରେନସିକ୍‌ ରିପୋର୍ଟ ଆସିବା ପରେ ଜଣାପଡିବ ।

ସମ୍ବନ୍ଧିତ ଖବର