PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ମୃତ୍ୟୁ ପୂର୍ବର ବୟାନ ସତ୍ୟ ନା ନୁହେଁ ,ଏହାର ଯାଞ୍ଚ ଆବଶ୍ୟକ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମୃତ୍ୟୁ ପୂର୍ବରୁ ଏକ ବୟାନ ହିଁ ଦୋଷୀ ସାବ୍ୟସ୍ତ ହେବାର ଏକମାତ୍ର ଆଧାର ହୋଇପାରେ। ମଙ୍ଗଳବାର ସୁପ୍ରିମକୋର୍ଟ ଏପରି କହିଛନ୍ତି। ଏହା ସତ୍ୟ ଏବଂ ବିଶ୍ୱସନୀୟ କି ନୁହେଁ ତାହା କୋର୍ଟ ପରୀକ୍ଷା କରିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟ ଆହୁରି କହିଛନ୍ତି, ଏହା ଯାଞ୍ଚ କରିବା ଆବଶ୍ୟକ ଯେ ମୃତକ ଜଣଙ୍କ ବୟାନ ଦେବା ପୂର୍ବରୁ ସେ ମାନସିକ ଭାବେ ସୁସ୍ଥ ଅଛନ୍ତି କି ନାହିଁ ନା କୌଣସି ଚାପରେ ରହିଛନ୍ତି।  

ସୁପ୍ରିମକୋର୍ଟ କହିଛନ୍ତି, ଏଭଳି କୌଣସି ପରିସ୍ଥିତି ସୃଷ୍ଟି ନହେଉ ଯେଉଁଥିରେ ସତ୍ୟତାକୁ ନେଇ ସନ୍ଦେହ ନରହଉ। ବିଚାରପତି ବି ଆର ଗବାଇ ଓ ବିଚାରପତି ପି ଏସ ନରସିହ୍ମା ଖଣ୍ଡପୀଠ ଭାରତୀୟ ଦଣ୍ଡସଂହିତା ୩୦୪-ବି ଅଧିନରେ ଦୋଷୀ ସାବ୍ୟସ୍ତ ହେଉଥିବା ବ୍ୟକ୍ତିଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ସମୟରେ ଏହି ଟିପ୍ପଣି ଦେଇଛନ୍ତି।

ସମ୍ବନ୍ଧିତ ଖବର