ରାଉରକେଲା, ୩।୧୨ :  ସ୍କୁଲରୁ  ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ  ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର  । କୁଆଁରମୁଣ୍ଡା  ଏକଲବ୍ୟ ବିଦ୍ୟାଳୟରେ ଏପରି ଘଟଣା ଘଟିଛି।  ମୃତ  ଅଷ୍ଟମ ଶ୍ରେଣୀ ଛାତ୍ର ଜଣକ ହେଲେ ରାଜେଶ  ମିଞ୍ଜ  । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।  ରାଜେଶଙ୍କୁ ହତ୍ୟା କରାଯାଇଥିବା  ପରିବାର  ଲୋକ ଅଭିଯୋଗ  କରିଛନ୍ତି । ଘଟଣା ସ୍ଥଳରେ ପୋଲିସ  ପହଞ୍ଚି ଘଟଣାର ତଦନ୍ତ କରୁଛି ।