ଭିଜିଲାନ୍ସ ହାତରେ ପୋଲିସ ବାବୁ: ଲାଞ୍ଚ ନେବାବେଳେ ଧରାପଡିଲେ ଧଉଳି ଥାନା ଏସ୍ଆଇ

source:nypost.com
ଭୁବନେଶ୍ୱର ୧୨/୨: ଭିଜିଲାନ୍ସ ହାତରେ ପୋଲିସ ବାବୁ । ଲାଞ୍ଚ ନେବାବେଳେ ଧରାପଡିଲେ ଧଉଳି ଥାନା ସବଇନ୍ସପେକ୍ଟର ପ୍ରଦୀପ ମହଲା । ୩୦ ହଜାର ଟଙ୍କା ଲାଞ୍ଚ ନେବାସମୟରେ ଧରିଲା ଭିଜିଲାନ୍ସ । କୌଣସି ଏକ ଜମିଜମା ଗଣ୍ଡଗୋଳ ମାମଲାରେ ଲାଞ୍ଚ ନେଉଥିଲେ ପୋଲିସ ବାବୁ ।