PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ସ୍ୱପ୍ନରେ ଏହି ଜିନିଷ ଦେଖିବା ସଫଳତାର ସଙ୍କେତ ଦେଇଥାଏ, ଚାକିରୀ ମିଳିବା ନେଇ ଦେଇଥାଏ ସୂଚନା

pic - internet

ସ୍ୱପ୍ନ ଶାସ୍ତ୍ରରେ ଏମିତି କିଛି କଥା କୁହାଯାଇଛି ଯାହାର ସଙ୍କେତ ଆମକୁ ପୂର୍ବରୁ ମିଳିଯାଇଥାଏ। ଆମର ସ୍ୱପ୍ନ ମଧ୍ୟ ବହୁତ କିଛି କହିଥାଏ। ଅନେନ ସମୟରେ କିଛି ସ୍ୱପ୍ନ ଆପଣଙ୍କ ନିନ୍ଦ ଭାଙ୍ଗି ଇଦେଇଥାଏ। ରାତିରେ ଦେଖୁଥିବା ସ୍ୱପ୍ନ ବ୍ୟକ୍ତିଙ୍କୁ ଦିନ ତମାମ ଆଶ୍ଚର୍ଯ୍ୟ କରି ରଖିଥାଏ କି ଏହି ସ୍ୱପ୍ନର ଅର୍ଥ କଣ। କିଛି ସ୍ୱପ୍ନରେ ଭବିଷ୍ୟତରେ ହେବାକୁ ଥିବା ଘଟଣାଙ୍କୁ ନେଇ ସତର୍କ କରାଇଥାଏ। ଏହି ସ୍ୱପ୍ନ ଶୁଭ ଏବଂ ଅଶୁଭ କିଛି ବି ହୋଇପାରେ। ଆଜି ଆମେ ଏହି ସଙ୍କେତ ବିଷୟରେ ଜାଣିବା। ଯାହା ଜଣେ ବ୍ୟକ୍ତିଙ୍କ ଚାକିରୀ ମିଳିବାକୁ ନେଇ ସଙ୍କେତ ଦେଇଥାଏ।  

ସ୍ୱପ୍ନ ଶାସ୍ତ୍ର ଅନୁସାରେ ଅନେକ ସମୟରେ ବ୍ୟକ୍ତି ଏଭଳି ସ୍ୱପ୍ନ ଦେଖିଥାନ୍ତି ଯାହା ଚାକିରୀ ମିଳିବା ନେଇ ସଙ୍କେତ ଦେଇଥାଏ। ଆସନ୍ତୁ ଜାଣିବା ସ୍ୱପ୍ନରେ କ’ଣ ଦେଖିବା ଶୁଭ ହୋଇଥାଏ ଏବଂ ଚାକିରିରେ ସଫଳତା ଦେବା ନେଇ ସଙ୍କେତ ଦେଇଥାଏ।

ସ୍ୱପ୍ନରେ ଏହି ଜିନିଷ ଦେଖିବା ଶୁଭ ହୋଇଥାଏ

ସ୍ୱପ୍ନ ଶାସ୍ତ୍ର ଅନୁସାରେ କୌଣସି ବ୍ୟକ୍ତି ସ୍ୱପ୍ନରେ ସ୍ୱାସ୍ତିକ, ଓମ, ବୈଷ୍ଣବ ଚିହ୍ନ ଆଦି ଦେଖା ଦେଲେ ଏହାର ଅର୍ଥ ହେଲା ବ୍ୟକ୍ତିଙ୍କୁ ପ୍ରମୋସନର ଯୋଗ ହୋଇଥାଏ। ଏହି ପ୍ରକାର ସଙ୍କେତ ଶୁଭ ହୋଇଥାଏ।

– ସ୍ୱପ୍ନରେ ଧଳା ଘୋଡ଼ା କିମ୍ୱା ଧଳା ଷଣ୍ଢ ଦେଖିବା ଶୁଭ ହୋଇଥାଏ। ଏହା ଚାକିରୀ ସଂକ୍ରାନ୍ତିୟ କୌଣସି ଖୁସି ଖବର ମିଳିବାର ସଙ୍କେତ ଦେଇଥାଏ। ଏହା ଆପଣଙ୍କ ପ୍ରମୋସନ ଯୋଗ ମଧ୍ୟ ରହିଥାଏ।

 – କୌଣସି ପ୍ରତିଯୋଗିତାରେ ନିଜର ବିଜୟ ହାସଲ କରିବା ନେଇ ସ୍ୱପ୍ନ ଦେଖିଲେ ଆପଣଙ୍କୁ କୌଣସି ବଡ଼ ପଦ ମିଳିବା ନେଇ ସଙ୍କେତ ଦେଇଥାଏ। ଏହାର ଅର୍ଥ ହେଲା ଆପଣ ଚାହୁଁଥିବା ପୋଷ୍ଟ ମିଳିପାରେ। କିମ୍ୱା ନିଜ ପସନ୍ଦର ସ୍ଥାନକୁ ଟ୍ରାନ୍ସଫର ହୋଇପାରନ୍ତି।