ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ସାମ୍ନା କାଚ ନ ଥାଇ ଗାଡ଼ି ଚଳେଇବା ପଡ଼ିଲା ମହଙ୍ଗା, ଫିଟନେସ ବାତିଲ ସହ ଗାଡ଼ି ସିଜ୍

Published By : Gurupada Nath | December 12, 2024 8:04 PM

ଭୁବନେଶ୍ବର,୧୨/୧୨ : ଗାଡ଼ିରେ ସାମ୍ନା କାଚ ନ ଥିବାରୁ ୧୦ହଜାର ଫାଇନ୍ । ସାମ୍ନା କାଚ ନ ଥାଇ ଗାଡ଼ିରେ ଯାତ୍ରୀ ପରିବହନ କରୁଥିବାରୁ ଲାଗିଲା ୧୦ହଜାର ଫାଇନ୍ । ଭଦ୍ରକ ଆଞ୍ଚଳିକ ପରିବହନ ଅଧିକାରୀ ଗାଡ଼ିର ଫିଟନେସ ବାତିଲ କରିବା ସହ ଗାଡ଼ିକୁ ସିଜ୍ କରି ରଖିଛନ୍ତି । 

ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ୧୬ନମ୍ୱର ଜାତୀୟ ରାଜପଥ ଦେଇ ବାଲେଶ୍ଵରରୁ ଭୁବନେଶ୍ବର ଏକ ଘରୋଇ ବସ୍ ଯାଉଥିଲା । ବସରେ ସାମ୍ନା କାଚ ନ ଥିଲା । ଖବରପାଇ ଭଦ୍ରକ ଆଞ୍ଚଳିକ ପରିବହନ ଅଧିକାରୀ ବାମଦେବ ସାହୁ, ଟିଏସ ଶର୍ମିଷ୍ଠା ମିଶ୍ରଙ୍କ ସହ ସ୍ୱତନ୍ତ୍ର ଟିମ ପହଞ୍ଚିଥିଲା। ବସର ସାମ୍ନା କାଚ ନ ଥାଇ ଯାତ୍ରୀ ଥିବାରୁ ଗାଡ଼ିକୁ ୧୦ହଜାର ଟଙ୍କା ଫାଇନ ହୋଇଛି । ପରେ ଯାତ୍ରୀଙ୍କୁ ଅନ୍ୟ ଏକ ବସରେ ଭୁବନେଶ୍ୱର ପଠାଇ ଦିଆଯାଇଛି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.