କୁଲୁ,୦୧/୧୧: ହିମାଚଳ ପ୍ରଦେଶର କୁଲୁରେ ଗୁରୁବାର ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୩ ରହିଥିବା ଜଣାପଡ଼ିଛି। ଭୂକମ୍ପକୁ ନେଇ ଲୋକେ ଘରୁ ବାହାରକୁ ଚାଲି ଆସିଥିଲେ। ତେବେ ଏଯାବତ ଭୂକମ୍ପରେ କୌଣସି ଧନଜୀବନ ହାନିର ହୋଇନଥିବା ଜଣାପଡିଛି।
EQ of M: 4.0, On: 01/11/2024 02:16:15 IST, Lat: 36.29 N, Long: 70.96 E, Depth: 34 Km, Location: Afghanistan.
— National Center for Seismology (@NCS_Earthquake) October 31, 2024
For more information Download the BhooKamp App https://t.co/5gCOtjdtw0 @DrJitendraSingh @OfficeOfDrJS @Ravi_MoES @Dr_Mishra1966 @ndmaindia pic.twitter.com/PBcEx906pu
ଏନ୍ସିଏସ ସୂଚନା ମୁତାବିକ, ଭାରତୀୟ ସମୟ ସକାଳ ୯.୨୩ରେ ମିନିଟ୍ରେ ୧୦ କିମି ଗଭୀରରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା।