PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂହପୁର : ବଡ଼ଭାଇ ସାର୍ଟିଫିକେଟ୍‌ ଦେଇ ଆର୍ମିରେ କରିଥିଲେ ଚାକିରୀ, ଅବସର ପରେ ବନ୍ଧାହେଲେ
  • ||
  • ଯାଜପୁର : ୨ ବର୍ଷ ହେଲାଣି ମିଳୁନି ନିଖୋଜ ପିହୁର ପତ୍ତା, ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ପରିବାର
  • ||
  • କଟକ : ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କଟକ : ଗୋଟିଏ ମଞ୍ଚରେ ଶାହ-ନବୀନ-ଧର୍ମେନ୍ଦ୍ର, ପ୍ରଜାତନ୍ତ୍ରର ସ୍ଵନକ୍ଷତ୍ର ଉତ୍ସବରେ ସାମିଲ ହେଲେ ତିନି ନେତା
  • ||
  • ରାଜ୍ୟରେ ନାହିଁ ଟିକା ଅଭାବ, ଗାଁ ଗାଁରେ ଟିକାକରଣ ଉପରେ ଦିଆଯାଉଛି ଗୁରୁତ୍ଵ : ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||

ପୁଣି ହାତୀ ମୃତଦେହ ଠାବ

ଅନୁଗୁଳ, ୩୦।୬ ପମ୍ପାସର ରେଞ୍ଜ ଟାଇସି ନୂଆପଡା ନିକଟସ୍ଥ ଜଙ୍ଗଲରୁ ଏକ  ମାଈ ହାତୀର  ମୃତଦେହ ଠାବ କରାଯାଇଛି।  । ହାତୀର ବୟସ ପାଖାପାଖି ୭ରୁ ୧୦ ବର୍ଷ ମଧ୍ୟରେ ହେବ ।  ଖବର ପାଇ ବନ ବିଭାଗ ଘଟଣା ସ୍ଥଳକୁ ଯାଇଛନ୍ତି। ମୁତ୍ୟୁର କାରଣ ଅଷ୍ପଷ୍ଟ ରହିଥିବା ବେଳେବେଳେ କିଛିଦିନ ପୂର୍ବରୁ ଅନୁରୂପ ଏକ ଛୁଆ ହାତୀରର ଟିକରପଡା ନିକଟସ୍ଥ କୁଶଖଳା ନିକଟରେ ମୁତ୍ୟୁ ହୋଇଥିଲା।  ଅନୁଗୁଳରେ ଗୋଟିଏ ପରେ ଗୋଟିଏ ହାତୀର ମୁତଦେହ ଠାବ ହେଉଛି।