ପୁଣି ହାତୀ ମୃତଦେହ ଠାବ

ଅନୁଗୁଳ, ୩୦।୬ ପମ୍ପାସର ରେଞ୍ଜ ଟାଇସି ନୂଆପଡା ନିକଟସ୍ଥ ଜଙ୍ଗଲରୁ ଏକ ମାଈ ହାତୀର ମୃତଦେହ ଠାବ କରାଯାଇଛି। । ହାତୀର ବୟସ ପାଖାପାଖି ୭ରୁ ୧୦ ବର୍ଷ ମଧ୍ୟରେ ହେବ । ଖବର ପାଇ ବନ ବିଭାଗ ଘଟଣା ସ୍ଥଳକୁ ଯାଇଛନ୍ତି। ମୁତ୍ୟୁର କାରଣ ଅଷ୍ପଷ୍ଟ ରହିଥିବା ବେଳେବେଳେ କିଛିଦିନ ପୂର୍ବରୁ ଅନୁରୂପ ଏକ ଛୁଆ ହାତୀରର ଟିକରପଡା ନିକଟସ୍ଥ କୁଶଖଳା ନିକଟରେ ମୁତ୍ୟୁ ହୋଇଥିଲା। ଅନୁଗୁଳରେ ଗୋଟିଏ ପରେ ଗୋଟିଏ ହାତୀର ମୁତଦେହ ଠାବ ହେଉଛି।