ପୁରୀ, ୧୯/୧୧ : ପୁରୀ ଅଠରନଳା ଠାରେ ପୁଣି ଥରେ ଆରମ୍ଭ ହେଲା ଉଚ୍ଛେଦ କାର୍ଯ୍ୟ। ମେଡିକାଲ ଛକ ଠାରୁ ବାଟ ଗାଁ ଛକ ପର୍ଯ୍ୟନ୍ତ ରାସ୍ତା ସଂପ୍ରସାରଣ ପାଇଁ ଉଚ୍ଛେଦ କାର୍ଯ୍ୟ ଚାଲିଛି। ଏହି ଉଚ୍ଛେଦ କାର୍ଯ୍ୟରେ ଗୋଟିଏ ଜେସିବି ମେସିନ ସହ ଅଘ୍ନିଶମ ବାହିନୀ ନିୟୋଜିତ ଅଛନ୍ତି। ମାଜିଷ୍ଟ୍ରେଟ୍ ଓ ସଦର ଥାନା ପୋଲିସ ଉପସ୍ଥିତ ଅଛନ୍ତି।

ବିଜେପିକୁ ମିଳିପାରେ ପ୍ରଥମ ମହିଳା ରାଷ୍ଟ୍ରୀୟ ଅଧ୍ୟକ୍...