ରାଉଲକେଲା ୨୭/୦୫: ସୁନ୍ଦରଗଡ ଜିଲ୍ଲା ବଡ଼ଗାଁ ଏତମାରୁ ବିସ୍ଫୋରକ ସାମଗ୍ରୀ ନେଇ ଏକ ଟ୍ରକ ବଣାଇ ଉପଖଣ୍ଡ କେ. ଵଲାଙ୍ଗ ଥାନା ଅନ୍ତର୍ଗତ ରେଲହାତୁର ବାଙ୍କୋ ଅଞ୍ଚଳକୁ ଅପରାହ୍ନ ପ୍ରାୟ ତିନିଟା ସମୟରେ ଯାଉଥିଲା। ବାଙ୍କୋ ନିକଟରେ ୮ ରୁ ୧୦ ଜଣ ମୁଖାପିନ୍ଧା ଯୁବକ ଆସି ଗାଡ଼ିକୁ ଅଟକାଇଥିଲେ। ଚାଳକଙ୍କୁ ବାନ୍ଧି ପକାଇବା ସହ ଟ୍ରକରେ ଥିବା ପ୍ରାୟ ୩ ରୁ ୪ ଲକ୍ଷ ଟଙ୍କାର ବିସ୍ଫୋରକ ସାମଗ୍ରୀ ଲୁଟି ନେଇଛନ୍ତି। ରେଲହାତୁ ଅଞ୍ଚଳ ମାଓ ପ୍ରବଣ ହୋଇଥିବାରୁ ଏହି ଲୁଟ ପଛରେ ସେମାନଙ୍କ ହାତ ଥିବା ସନ୍ଦେହ କରାଯାଉଛି । ପୋଲିସର ଏକ ଟିମ୍ ଝାଡ଼ଖଣ୍ଡ ପୋଲିସ ସହ ମିଶି ସୀମାନ୍ତରେ ତଲାସୀ ଅଭିଯାନ ଚଳାଇଛନ୍ତି।

ଅକାଳୀ ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ...