PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୀଳଗିରି ସହରରେ ଆତଙ୍କ ଖେଳାଉଛି କୁଳଡିହା ଦନ୍ତା
  • ||
  • ହକି ବିଶ୍ୱକପ୍‌ ଫାଇନାଲରେ ଜର୍ମାନୀ , ଅଷ୍ଟ୍ରେଲିଆକୁ ୪-୩ ଗୋଲରେ ହରାଇଲା ଜର୍ମାନୀ
  • ||
  • ଦିନ ଦ୍ୱିପ୍ରହରରେ ଘରେ କଳାକନା ବୁଲାଇଲା ଚୋର : ଲୁଟି ନେଲା ୨ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା, ନଗଦ ୧ଲକ୍ଷ ୧୦ ହଜାର ଟଙ୍କା
  • ||
  • ଗୋଟିଏ ରିପୋର୍ଟରେ ଦୋହଲି ଗଲା ଆଦାନୀଙ୍କ ସାମ୍ରାଜ୍ୟ , କୋଟିପତିଙ୍କ ତାଲିକାରୁ ଖସି ରହିଲେ ୭ମ ନମ୍ୱରରେ
  • ||

ଭାରତୀୟ ନାଗରିକତା ଛାଡ଼ିଛନ୍ତି ବହୁ ପ୍ରତିଷ୍ଠିତ ବ୍ୟକ୍ତି, ବିଦେଶ ମାଟିରେ ଉଡ଼ାଇଛନ୍ତି ସଫଳତାର ବାନା

  • ପ୍ରତ୍ୟେକ ବର୍ଷ ଦେଶ ଛାଡ଼ୁଛନ୍ତି ଳକ୍ଷ ଲକ୍ଷ ଲୋକ
  • ବଦେଶ ମାଟିରେ ହେଉଛନ୍ତି ସଫଳ
  • ଉଚ୍ଚଶିକ୍ଷା ହାସଲ କରିବାକୁ ଯାଇ ରହିଯାଉଛନ୍ତି

ନୂଆଦିଲ୍ଲୀ: ପ୍ରତ୍ୟେକ ବର୍ଷ ହଜାର ହଜାର ଭାରତୀୟ ଦେଶ ଛାଡ଼ି ଅନ୍ୟ ଦେଶର ନାଗରିକତା ଗ୍ରହଣ କରୁଛନ୍ତି। ସରକାରୀ ପରିସଂଖ୍ଯାନ କହୁଛି ଗତ କିଛି ବର୍ଷ ହେବ ଲକ୍ଷ ଲକ୍ଷ ଲୋକ ଭାରତୀୟ ନାଗରିକତା ଛାଡ଼ିଛନ୍ତି। ଏଥିରେ କିଛି ପ୍ରତିଷ୍ଠିତ ଭାରୀୟ ମଧ୍ୟ ଦେଶ ଛାଡ଼ି ପଳାଇଛନ୍ତି। ସେମାନେ ବିଦେଶୀ ମାଟିରେ ସଫଳତାର ବାନା ଉଡ଼ାଇଛନ୍ତି।  

ଅଭିଜିତ ବାନାର୍ଜୀ

 अभिजीत विनायक बनर्जी मुंबई में 1961 में पैदा हुए. उन्होंने कुछ साल पहले इकोनॉमिक्स का नोबल पुरस्कार मिल चुका है. वह फोर्ड फाउंडेशन से जुड़े शैक्षिक संस्थान में प्रोफेसर हैं. बंगाली परिवार में पैदा हुए अभिजीत के माता-पिता दोनों कोलकाता के कालेज में प्रोफेसर थे. उन्होंने प्रेसिडेंट कॉलेज कोलकाता से बीएससी की और फिर जेएनयू से 1983 में इकोनॉमिक्स में एमए करने के बाद 1988 में पीएचडी करने हार्वर्ड यूनिवर्सिटी गए तो फिर नहीं लौटे. उन्हें जेएनयू में पढ़ाई के दौरान विरोध प्रदर्शन करने पर जेल भेज दिया गया था. वह 30 सालों से कहीं ज्यादा समय से अमेरिका में रह रहे हैं और वहां की नागरिकता ले चुके हैं. (wiki commons)

ଅଭିଜିତ ବିନାୟକ ବାନାର୍ଜୀ ମୁମ୍ୱାଇରେ ୧୯୬୧ରେ ଜନ୍ମ ହୋଇଥିଲେ। ସେ କିଛି ବର୍ଷ ପୂର୍ବେ ଅର୍ଥନୀତିର ନବେଲ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ସେ ଫୋର୍ଡ ଫାଉଣ୍ଡେସନ ସହ ଜଡ଼ିତ ଶିକ୍ଷା ଅନୁଷ୍ଠାନରେ ପ୍ରଫେସର ରହିଛନ୍ତି। ବଙ୍ଗଳା ପରିବାରରେ ଜନ୍ମିତ ଅଭିଜିତଙ୍କ ପିତା ମାତା କୋଲକାତା କଲେଜରେ ପ୍ରଫେସର ରହିଛନ୍ତି। ସେ ପ୍ରେସିଡେଣ୍ଟ କଲେଜ କୋଲକାତାରୁ ବିଏସସି ଓ ପୁଣି ଜେଏନୟୁରୁ ୧୯୮୩ରେ ଅର୍ଥନୀତିରେ ଏମଏ କରିବା ପରେ ୧୯୮୮ରେ ପିଏଚଡି କରିବା ପାଇଁ ହାୱାର୍ଡ ଇୟୁନିଭାର୍ସିଟି ଯାଇଥିଲେ। ହେଲେ ସେଠାରୁ ଆଉ ଫେରିନଥିଲେ। ସେ ଜେଏନୟୁରେ ପାଠ ପଢ଼ିବା ସମୟକରେ ବିରୋଧ ପ୍ରଦର୍ଶନ କରି ଜେଲ ଯାଇଥିଲେ। ସେ ୩୦ ବର୍ଷରୁ ଅଧିକ ସମୟରେ ଆମେରିକାରେ ରହିବା ପରେ ନାଗରିକତା ପାଇସାରିଛନ୍ତି।        

ସୁନ୍ଦର ପିଚାଇ

 सुंदर पिचई तमिलनाडु के मदुराई में पैदा हुए थे. उनके पिता इलैक्ट्रिक इंजीनियर थे जबकि मां स्टेनोग्राफर. सुंदर की शुरुआती पढ़ाई लिखाई चेन्नई में हुई. उनका परिवार वहीं रहता था. इसके बाद उन्होंने आईआईटी खड़गपुर से इंजीनियर में डिग्री ली. फिर वो अमेरिका चले गए. अब सुंदर गूगल के सीईओ हैं. उन्होंने कई साल पहले भारतीय नागरिकता छोड़कर अमेरिकी नागरिकता ले ली है.

ସୁନ୍ଦର ପିଚାଇ ତାମିଲନାଡ଼ୁ ସ୍ଥିତ ମଦୁରାଇରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଇଲେକ୍ଟ୍ରିକ ଇଞ୍ଜିନିୟର ଥିବା ବେଳେ ତାଙ୍କ ମାଆ ଷ୍ଟେନୋଗ୍ରାଫର ଥିଲେ। ସୁନ୍ଦର ପିଚାଇ ପିଲାଦିନେ ପାଠ ପଢ଼ା ଚେନ୍ନାଇରେ କରିଥିଲେ। ଏହାପରେ ସେ ଆଇଆଇଟି ଖଡ଼ଗପୁରରୁ ଇଞ୍ଜିନିୟରରେ ଡିଗ୍ରୀ ହାସଲ କରିଥିଲେ। ପୁଣି ସେ ଆମେରିକା ଚାଲିଯାଇଥିଲେ। ଏବେ ସୁନ୍ଦର ପିଚାଇ ଗୁଗୁଲର ସିଇଓ ରହିଛନ୍ତି। ସେ କିଛି ପୂର୍ବରୁ ଭାରତୀୟ ନାଗରିକତା ଛାଡ଼ି ଆମେରିକା ନାଗରିକତା ନେଇଥିଲେ।   

ସତ୍ୟ ନଡେଲା

 सत्या नडेला हैदराबाद में पैदा हुए. उनकी शुरुआती पढ़ाई हैदराबाद में ही हुई. इसके बाद उन्होंने मणिपाल यूनिवर्सिटी से इंजीनियरिंग की डिग्री ली. सत्या हायर स्टडीज के लिए अमेरिका गए. पहले उन्होंने वहां से एमएस किया और फिर एमबीए. इसके बाद वहीं नौकरी करने लगे. उनके पिता आईएएस अफसर थे. सत्या की पत्नी भी दक्षिण भारतीय हैं. उनके परिवार में पत्नी के अलावा तीन बच्चे हैं. वो माइक्रोसाफ्ट के सीईओ हैं. कई सालों पहले ही वो भारतीय नागरिकता छोड़कर अमेरिकी नागरिकता ले चुके हैं.

ସତ୍ୟ ନଡେଲା ହାଇଦ୍ରାବାଦରେ ଜନ୍ମ ହୋଇଥିଲେ। ସେ ହାଇଦ୍ରାବାଦରେ ପାଠ ପଢ଼ା ଆରମ୍ଭ କରିଥିଲେ। ଏହାପରେ ସେ ମଣିପାଲ ୟୁନିଭର୍ସିଟିରୁ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ। ସତ୍ୟ ଉଚ୍ଚ ଶିକ୍ଷା ପାଇଁ ଆମେରିକା ଯାଇଥିଲେ। ପ୍ରଥମେ ସେଠାରେ ସେ ଏମଏସ କରିଥିଲେ ପୁଣି ଏମବିଏ କରିଥିଲେ। ଏହାପରେ ସେ ଚାକିରି କରିବା ଆରମ୍ଭ କରିଥିଲେ। ତାଙ୍କ ପିତା ଆଇଏଏସ ଅଫିସର। ସତ୍ୟାଙ୍କ ପତ୍ନୀ ମଧ୍ୟ ଦକ୍ଷିଣ ଭାରତୀୟ। ତାଙ୍କ ପରିବାରରେ ପତ୍ନୀଙ୍କ ବ୍ୟତୀତ ତିନି ପିଲା ଅଛନ୍ତି। ବର୍ତ୍ତମାନ ସେ ମାଇକ୍ରୋସଫ୍ଟର ସିଇଓ ରହିଛନ୍ତି। କିଛି ପୂର୍ବରୁ ସେ ଭାରତୀୟ ନାଗରିକତା ଛାଡ଼ି ଆମେରିକା ନାଗରିକତା ନେଇଥିଲେ।

ମକବୁଲ ଫିଦା ହୁସେନ

 जाने माने पेंटर मकबूल फिदा हुसैन को कौन नहीं जानता. उनकी कूंची कमाल करती थी. लेकिन भारतीय देवी देवताओं को लेकर बनाई गईं उनकी पेंटिंग्स इस कदर विवादास्पद रहीं कि उन्हें देश छोड़ना पड़ा. फिर वो कभी यहां वापस नहीं लौट पाए. निधन के कुछ साल पहले हुसैन ने कतर की नागरिकता ग्रहण कर ली थी.

ପ୍ରତିଷ୍ଠିତ ପେଣ୍ଟର ମକବୁଲ ଫିଦା ହୁସେନ ବେଶ ଜଣାଶୁଣା। ତାଙ୍କ ତୁଳି କମାଲ କରୁଥିଲା। ହେଲେ ତାଙ୍କର ଭାରତୀୟ ଦବୀ ଦେବତାଙ୍କୁ ନେଇ କରିଥିବା ପେଣ୍ଟିଂ ବିବାଦୀୟ ରହିଥିଲା। ଶେଷରେ ତାଙ୍କୁ ଦେଶ ଛାଡ଼ିବାକୁ ପଡ଼ିଥିଲା। ପୁଣି ସେ ଆଉ ଭାରତ ଫେରି ନଥିଲେ। ମୃତ୍ୟୁର କିଛି ବର୍ଷ ପୂର୍ବରୁ ହୁସେନ କତର ନାଗରିକତା ଗ୍ରହଣ କରିନେଇଥିଲେ।  

ବିକ୍ରମ ପଣ୍ଡିତ

 विक्रम पंडित नागपुर के मराठी परिवार से ताल्लुक रखते हैं. इसी शहर में उनका जन्म हुआ. मुंबई से हाईस्कूल करने के बाद वो 16 साल की उम्र में ही आगे की पढाई के लिए अमेरिका चले गए. अब वो भारतीय अमेरिकी बैंकर हैं. वो 2007 से लेकर 2012 तक सिटी ग्रुप बैंक के चेयरमैन भी रहे. उनकी पत्नी भी भारतीय हैं. उनके दो बच्चे हैं. कई साल पहले ही उन्होंने भारतीय नागरिकता छोड़कर अमेरिकी नागरिकता ले ली थी.

ବିକ୍ରମ ପଣ୍ଡିତ ନାଗପୁର ମରାଠି ପରିବାରରେ ଜନ୍ମଗ୍ରହଣ କରିଥିଲେ। ଏହି ସହରରେ ତାଙ୍କର ଜନ୍ମ ହୋଇଥିଲା। ମୁମ୍ୱାଇରେ ହାଇସ୍କୁଲ ପାଠ ପଢ଼ା ସାରିବା ପରେ ଉଚ୍ଚ ଶିକ୍ଷା ପାଇଁ ୧୬ ବର୍ଷ ବୟସରେ ଆମେରିକା ଚାଲିଯାଇଥିଲେ। ଏବେ ଏହି ଭାରତୀୟ ଆମେରିକା ବ୍ୟାଙ୍କର ରହିଛନ୍ତି। ସେ ୨୦୦୭ ରୁ ୨୦୧୨ ଯାଏ ସିଟି ଗ୍ରୁପର ଚ୍ୟାରମ୍ୟାନ ମଧ୍ୟ ରହିଥିଲେ। ତାଙ୍କ ପତ୍ନୀ ମଧ୍ୟ ଭାରତୀୟ। ତାଙ୍କର ଦୁଇଟି ସନ୍ତାନ। କିଛି ବର୍ଷ ପୂର୍ବେ ସେ ଭାରତୀୟ ନାଗରିକତା ଛାଡ଼ି ଆମେରିକା ନାଗରିକତା ଗ୍ରହଣ କରିଥିଲେ ।

ସମ୍ବନ୍ଧିତ ଖବର