PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଆରୋନ୍‌ ଫିଞ୍ଚ, ଏବେ ବି ତାଙ୍କ ବିଶ୍ବ ରେକର୍ଡ ରହିଛି ଅତୁଟ
  • ||
  • ବିବାହ ବନ୍ଧନରେ ବାନ୍ଧିହେଲେ ସିଦ୍ଧାର୍ଥ ଓ କିଆରା, ସୂର୍ଯ୍ୟଗଡ ପ୍ୟାଲେସ୍‌ରେ ହେଲା ବାହାଘର
  • ||
  • କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ କାମରାନ ଆକମଲ, ୨୦୧୭ ପରଠୁ ମିଳୁନଥିଲା ସୁଯୋଗ
  • ||
  • ତୁର୍କୀରେ ଜରୁରୀ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି, ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୫ ହଜାର ପାର୍
  • ||
  • କଟକ: କଟକରେ ଜିଏସ୍‌ଟି ରେଡ୍, ଲିଙ୍ଗରୋଡ୍‌ରେ ଥିବା ପଞ୍ଚମୁଖୀ ସାନିଟାରି ଦୋକାନରେ ଜିଏସ୍‌ଟି ଚଢ଼ଉ ଜାରି
  • ||
  • ଭୁବନେଶ୍ୱର: ପ୍ରକାଶ ପାଇଲା JEE(ମେନ୍) ରେଜଲ୍ଟ, ଆଫିସିଆଲ ୱେବସାଇଟ୍‌ରେ ଜାଣିପାରିବେ ଫଳ
  • ||
  • ପୁରୀ : ବୁଧବାର ମହାପ୍ରଭୁଙ୍କ ବନକ ଲାଗି, ଦର୍ଶନ କଟକଣା
  • ||
  • ଭୁବନେଶ୍ୱର: ଦେଖୁଦେଖୁ ଜଳିଗଲା ଏଟିଏମ୍, କାରଣ ଅସ୍ପଷ୍ଟ
  • ||
  • ଜଗତସିଂହପୁର : ତିର୍ତ୍ତୋଲ୍‌ ବିଧାୟକଙ୍କ ପ୍ରେମ-ପ୍ରତାରଣା ମାମଲା: ୭ ଘଣ୍ଟା ଧରି ସୋମାଲିକାଙ୍କ ବୟାନ ରେକର୍ଡ, ବିଜୟ ଶଙ୍କର ନିରବ…
  • ||
  • ଭୁବନେଶ୍ୱର : ଅଧିକ ଚିକିତ୍ସା ଲାଗି ଆଜି ଦିଲ୍ଲୀ ଯିବେ ଅଭିନେତା ପିଣ୍ଟୁ ନନ୍ଦ, କରାଯିବ ଲିଭର ଟ୍ରାନ୍ସପ୍ଲାଣ୍ଟ
  • ||
  • ଭୁବନେଶ୍ୱର : ଆରମ୍ଭ ହେଲା ଭାଲେଣ୍ଟାଇନ୍‌ ସପ୍ତାହ, ଗୋଲାପ ମହକରୁ ଆରମ୍ଭ ହେବ ପ୍ରେମ
  • ||
  • ଭୁବନେଶ୍ୱର : ରାଜ୍ୟରେ କଲବଲ କରିବ ଖରା, ରାତି ତାପମାତ୍ରା ଆହୁରି ବଢ଼ିବ: ଉପକୂଳରେ ୩ଡିଗ୍ରୀ ବଢ଼ିବ
  • ||

ପାରିବାରିକ କଳହ : ବାପାକୁ ହତ୍ୟା କଲା ପୁଅ

ଛତ୍ରପୁର, ୨୫।୧ ଛତ୍ରପୁରଥାନା ସୁନ୍ଦରପୁର ମଠସାହିରେ ଘଟିଛି ହତ୍ୟା କାଣ୍ଡ l ବାପା ପାଣ୍ଡଵ ମହାଙ୍କୁଡଙ୍କୁ ପୁଅ ସଞ୍ଜୟ ମହାଙ୍କୁଡ ଖଣ୍ଡାରେ ହାଣି ହତ୍ୟା କରିଛି l ପାରିବାରିକ କଳହ କୁ ନେଇ ହତ୍ୟାକାଣ୍ଡ ଘଟିଥିବା ସୂଚନା ଦେଇଛନ୍ତି ଏସ ଆଇ ସିଲୁଧଳ l ମୃତଦେହ ପୋଲିସ ଜବତ କରିଛି l ମୃତ ଦେହ କୁ ଛତ୍ରପୁର ମେଡିକାଲ କୁ ଅଣାଯାଇଛି l ହତ୍ୟାକାରି ପୁଅ ସଞ୍ଜୟକୁ ଗ୍ରାମବାସୀ ଧରି ପୁଲିସକୁ ଜିମା ଦେଇଛନ୍ତି l

ମିଳିଥିବା ସୂଚନା ମୁତାବକ ବାପା ପାଣ୍ଡଵ ମହାଙ୍କୁଡ ଘରେ ଶୋଇଥିବା ବେଳେ ପୁଅ ଖଣ୍ଡାରେ   ବେକକୁ ହାଣିଦେବା ଫଳରେ ଘଟଣା ସ୍ଥଳରେ ତାର ମୃତ୍ୟ ହୋଇଛି l ବାପା ପାଣ୍ଡଵ କୁକୁଡ଼ାଫାର୍ମ ରେ ରାତ୍ରଜଗୁଆଳି ଭାବେ କାର୍ଯ୍ୟ କରୁଥିଲା l ବାପା ଓ ପୁଅ ଦୁଇ ଜଣ ୨ଟି ସ୍ତ୍ରୀ ବିବାହ କରିଥିଲେ l କିନ୍ତୁ ସ୍ତ୍ରୀ ମାନେ ଛାଡି ଚାଲିଯାଇଥିଲେ l ବିଭିନ୍ନ ସମୟ ରେ ବାପା ଓ ପୁଅ ଙ୍କ ମଧ୍ୟରେ କଳହ ହେଉଥିଲା l