ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ନୋଏଡ଼ା ମେଟ୍ରୋ ହସ୍ପିଟାଲରେ ଭୟାନକ ଅଗ୍ନିକାଣ୍ଡ, ୬୬ଜଣ ରୋଗୀଙ୍କୁ ଉଦ୍ଧାର

ନୂଆଦିଲ୍ଲୀ:  ଗୁରୁବାର ସକାଳେ ନୋଏଡ଼ା ସେକ୍ଟର-୧୨ରେ ଥିବା ମେଟ୍ରୋ ହସ୍ପିଟାଲରେ ଅଗ୍ନିକାର୍ଡ ଘଟିଛି। ସ୍ଥାନୀୟ ଲୋକମାନଙ୍କ କହିବାନୁସାରେ ମେଟ୍ରୋ ହସ୍ପିଟାଲର କାଚ ଝରକା ଭଙ୍ଗାଯାଇ ବହୁ ରୋଗୀଙ୍କୁ ବାହାର କରାଯାଇଥିଲା।

{"id":2669}

ଘଟଣାସ୍ଥଳରେ ୧୦ଟି ଦମକଳ ବାହିନୀ ପହଂଚି ନିଆଁକୁ ନିୟନ୍ତ୍ରଣ କରିଥିଲେ।ନିଆଁ ଲାଗିବାର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ହାର୍ଟ ଓ ମଲ୍ଟିସ୍ପେସାଲିଟି ବିଭାଗରେ ବିଭକ୍ତ ୩୧୭ ଶଯ୍ୟା ବିଶିଷ୍ଟ ଉକ୍ତ ଡାକ୍ତରଖାନାରେ ବିଭିନ୍ନ ଭାଗରେ ଅଧିକାଂଶ ରୋଗୀ ଅଟକି ରହିଥିବା ଆଶଙ୍କା କରାଯାଇଛି। ଏ ପର୍ଯ୍ୟନ୍ତ ୬୦ଜଣଙ୍କୁ ଉଦ୍ଧାର କରାଯାଇଛି ବୋଲି ସୂଚନା ମିଳିଛି।

{"id":2670}

Copyright © 2022 - Summa Real Media Private Limited. All Rights Reserved.