PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ମେଲାଣି ନେବେ ମା’, ଟ୍ଵିନ୍ ସିଟିରେ ମୁତୟନ ହେବେ ୧୭ ପ୍ଲାଟୁନ ଫୋର୍ସ
  • ||
  • କୋଲକାତା : ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ୭ ମୃତ, ୪୦ ନିଖୋଜ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୪୯ ପଜିଟିଭ୍ ଚିହ୍ନଟ
  • ||

ନୋଏଡ଼ା ମେଟ୍ରୋ ହସ୍ପିଟାଲରେ ଭୟାନକ ଅଗ୍ନିକାଣ୍ଡ, ୬୬ଜଣ ରୋଗୀଙ୍କୁ ଉଦ୍ଧାର

ନୂଆଦିଲ୍ଲୀ:  ଗୁରୁବାର ସକାଳେ ନୋଏଡ଼ା ସେକ୍ଟର-୧୨ରେ ଥିବା ମେଟ୍ରୋ ହସ୍ପିଟାଲରେ ଅଗ୍ନିକାର୍ଡ ଘଟିଛି। ସ୍ଥାନୀୟ ଲୋକମାନଙ୍କ କହିବାନୁସାରେ ମେଟ୍ରୋ ହସ୍ପିଟାଲର କାଚ ଝରକା ଭଙ୍ଗାଯାଇ ବହୁ ରୋଗୀଙ୍କୁ ବାହାର କରାଯାଇଥିଲା।

ଘଟଣାସ୍ଥଳରେ ୧୦ଟି ଦମକଳ ବାହିନୀ ପହଂଚି ନିଆଁକୁ ନିୟନ୍ତ୍ରଣ କରିଥିଲେ।ନିଆଁ ଲାଗିବାର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ହାର୍ଟ ଓ ମଲ୍ଟିସ୍ପେସାଲିଟି ବିଭାଗରେ ବିଭକ୍ତ ୩୧୭ ଶଯ୍ୟା ବିଶିଷ୍ଟ ଉକ୍ତ ଡାକ୍ତରଖାନାରେ ବିଭିନ୍ନ ଭାଗରେ ଅଧିକାଂଶ ରୋଗୀ ଅଟକି ରହିଥିବା ଆଶଙ୍କା କରାଯାଇଛି। ଏ ପର୍ଯ୍ୟନ୍ତ ୬୦ଜଣଙ୍କୁ ଉଦ୍ଧାର କରାଯାଇଛି ବୋଲି ସୂଚନା ମିଳିଛି।