ଫିଫା ବିଶ୍ବକପ୍ ଫାଇନାଲ: ମେସିଙ୍କ ପ୍ରଥମ ଗୋଲ୍, ଆର୍ଜେଣ୍ଟିନା ୧-୦ ଗୋଲରେ ଆଗୁଆ

କାତାର ୧୮/ ୧୨: ଫିଫା ବିଶ୍ବକପ୍ ୨୦୨୨ର ଗ୍ରାଣ୍ଡ ଫାଇନାଲ ମ୍ୟାଚ୍ ରୋମାଞ୍ଚକର ହେଉଛି । ଆର୍ଜେଣ୍ଟିନା ପକ୍ଷରୁ ସୁପରଷ୍ଟାର ଲିଓନେଲ୍ ମେସି ପ୍ରଥମ ଗୋଲ୍ ସ୍କୋର କରି ଦଳକୁ ୧-୦ରେ ଆଗୁଆ କରାଇଛନ୍ତି । ଫଳରେ ବ୍ୟାକ୍ଫୁଟ୍କୁ ଚାଲିଯାଇଛି ଫ୍ରାନ୍ସ । ପେନାଲିଟି କର୍ଣ୍ଣର ମାଧ୍ୟମରେ ୨୩ତମ ମିନିଟରେ ପ୍ରଥମ ଗୋଲ୍ କରିଛି ଆର୍ଜେଣ୍ଟିନା ।