ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଚମତ୍କାର ମନ୍ଦିର, ମା'ଙ୍କ ଦର୍ଶନ କରିବାକୁ ଦୈନିକ ଆସନ୍ତି ହଜାର ହଜାର ଶ୍ରଦ୍ଧାଳୁ...

Published By : Swapna Ray | April 26, 2025 3:35 PM

ଉତ୍ତରପ୍ରଦେଶ, ୪।୨୬: ଉତ୍ତରପ୍ରଦେଶର ଶାହାରନପୁରରେ ଏପରି ଏକ ମନ୍ଦିର ରହିଛି ଯେଉଁଠାରେ ପୂଜାର୍ଚ୍ଚନା କରିବା ଫଳରେ ଆଖି ରୋଗ ଭଲ ହୋଇପାରୁଥିବା ଶ୍ରଦ୍ଧାଳୁଙ୍କ ବିଶ୍ୱାସ ରହିଛି । ମା’ ଫୁଲବତୀ ମନ୍ଦିର ନାମରେ ଏହା ଖ୍ୟାତି ଅର୍ଜନ କରିଛି । ଏହି ମନ୍ଦିରର ନିର୍ମାଣ ପ୍ରାୟ ୫୦୦ ବର୍ଷ ତଳେ ହୋଇଥିଲା । ଏହି ମନ୍ଦିରରେ ପୂଜା ପାଉଥିବା ମା’ ଫୁଲବତୀଙ୍କ ପାଦ ତଳେ ଏକ ଜଳଧାରା ପ୍ରବାହିତ ହେଉଛି । ଏହାର ପାଣିକୁ ଆଖିରେ ଲଗାଇଲେ ନେତ୍ର ରୋଗ ଦୂର ହୋଇଥାଏ ଏପରିକି ଦୃଷ୍ଟିଶକ୍ତି ଫେରି ଆସିଥାଏ ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ୱାସ ରହିଛି । ଏହି କାରଣ ପାଇଁ ପ୍ରତିଦିନ ଏଠାକୁ ବହୁସଂଖ୍ଯକ ଶ୍ରଦ୍ଧାଳୁ ଆସିଥାନ୍ତି । 

ଏହି ମନ୍ଦିରର ମହନ୍ତ ବିଜୟଗିରିଙ୍କ କହିବାନୁଯାୟୀ, ତାଙ୍କର ପୂର୍ବଜ ପଣ୍ଡିତ ସୁଖଲାଲ ମା’ ଫୁଲବତୀଙ୍କର ଜଣେ ବଡ଼ ଭକ୍ତ ଥିଲେ । ତାଙ୍କ ଭକ୍ତିରେ ପ୍ରସନ୍ନ ହୋଇ ମା ଫୁଲବତୀ ସୁଖଲାଲଙ୍କୁ ଦର୍ଶନ ଦେଇଥିଲେ । ପରବର୍ତ୍ତୀ ସମୟରେ ସୁଖଲାଲ କନୌଜସ୍ଥିତ ମା’ ଫୁଲମତୀଙ୍କ ମନ୍ଦିରକୁ ଯାଇ ସେଠାରେ ଥିବା ମୂର୍ତ୍ତି ପାଦତଳୁ ଏକ ଇଟା ଶାହାଜାନପୁର ଆଣି ସେଠାରେ ମନ୍ଦିର ନିର୍ମାଣ କରାଇଥିଲେ । ପଣ୍ଡିତ ସୁଖଲାଲଙ୍କ ୯ମ ପିଢ଼ିର ଯିଏ ବର୍ତ୍ତମାନ ଏହି ମନ୍ଦିରରେ ପୂଜାର୍ଚ୍ଚନା କରୁଛନ୍ତି । ଏହି ମନ୍ଦିରରେ ପୂଜା ପାଉଥିବା ମା’ ଫୁଲମତୀଙ୍କ ନିକଟରେ ଅନେକ ଶକ୍ତି ରହିଛି । ବିଶେଷ କରି ଏହି ମନ୍ଦିରରେ ପୂଜାର୍ଚ୍ଚନା କରୁଛନ୍ତି । ଏହି ମନ୍ଦିରରେ ପୂଜା ପାଉଥିବା ମା’ ଫୁଲମତୀଙ୍କ ନିକଟରେ ଅନେକ ଶକ୍ତି ରହିଛି । ବିଶେଷ କରି ଏହି ମନ୍ଦିରରେ ପ୍ରବାହିତ ଜଳ ନେତ୍ରରୋଗ ଠିକ୍ କରିପାରିଥିବାରୁ ପ୍ରତିଦିନ ବହୁସଂଖ୍ୟକ ଭକ୍ତ ଏଠାକୁ ଆସନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.