PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଗଙ୍ଗାଭଳି ପବିତ୍ର ହୋଇଥାନ୍ତି ଏହି ୩ ଅକ୍ଷର ନାମ ଥିବା ମହିଳା, ପୁରୁଷଙ୍କୁ ଦିଅନ୍ତି ନାହିଁ ଧୋକା, ଜାଣନ୍ତୁ କାରଣ…

ସବୁ ପୁରୁଷ ତାଙ୍କ ଜୀବନରେ ଏମିତି ସ୍ତ୍ରୀ ଖୋଜନ୍ତି ଯିଏ ତାଙ୍କୁ ବହୁତ ଭଲ ପାଉଥିବେ ଆଉ ତାଙ୍କର ଧ୍ୟାନ ରଖୁଥିବେ। ସେମାନେ ଚାହାନ୍ତି କି ପ୍ରେମ କ୍ଷେତ୍ରରେ ସ୍ତ୍ରୀ ତାଙ୍କୁ କେବେ ବି ଧୋକା ନ ଦେଉ। ଯେତେ ବାଧାବିଘ୍ନ ଆସୁ ପଛେ ସ୍ତ୍ରୀଟିଏ ବଞ୍ଚିଥିବା ପର୍ଯ୍ୟନ୍ତ ସ୍ବାମୀ ସାଙ୍ଗରେ ରହୁ… ଏମିତି ଅନେକ କିଛି। ଏହା ହିଁ ପୁରୁଷମାନେ ଚାହିଁଥାନ୍ତି।

ତେବେ ଆସନ୍ତୁ ଜାଣିବା ଏମିତି କିଛି ଖାସ୍ ମହିଳାଙ୍କ ବିଷୟରେ। ଏମାନେ କେବେ ବି କାହାକୁ ବି ପ୍ରେମରେ ଧୋକା ଦେଇପାରିବେ ନାହିଁ। ତେବେ ଜାଣନ୍ତୁ ସେହି ଅକ୍ଷର ଥିବା ମହିଳାଙ୍କ ସମ୍ପର୍କରେ ?

ଜାଣିବା ଦରକାର କି A ଅକ୍ଷର ଥିବା ଝିଅ କେବେ ବି କାହାକୁ ଧୋକା ଦିଅନ୍ତି ନାହିଁ। ଏହା ସହିତ N ଅକ୍ଷରରେ ଆରମ୍ଭ ହେଉଥିବା ଝିଅ, ଏମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ପ୍ରେମରେ କେବେ କାହାକୁ ଧୋକା ଦିଅନ୍ତି ନାହିଁ। ଏମାନଙ୍କ ହୃଦୟ ବହୁତ ନିର୍ମଳ ହୋଇଥାଏ। ଏହି ଅକ୍ଷର ଥିବା ଝିଅଙ୍କ ଉପରେ ପୁରା ଆଖି ବୁଜି ବିଶ୍ବାସ କରିହେବ। ଏହି ଅକ୍ଷର ଥିବା ମହିଳାମାନେ ଜୀବନସାରା ପୁରୁଷଙ୍କ ସାଙ୍ଗରେ ହାତ ମିଳାଇ ଚାଲିବାକୁ ପ୍ରସ୍ତୁତ ଥାନ୍ତି।

ସେହିଭଳି P ଅକ୍ଷରରେ ଯେଉଁ ଝିଅମାନଙ୍କର ନାମ ଆରମ୍ଭ ହେଉଥିବ ସେମାନେ ବହୁତ ସୁନ୍ଦରୀ ହୋଇଥାନ୍ତି। ଏମାନେ କେବେ କାହାରିଙ୍କୁ ଧୋକା ଦିଅନ୍ତି ନାହିଁ। ସମସ୍ତଙ୍କର ବହୁତ ଧ୍ୟାନ ରଖିଥାନ୍ତି। ଏହି ଅକ୍ଷର ଥିବା ଝିଅମାନେ ନିଜ ପ୍ରେମକୁ ପାଇବା ପାଇଁ ସମସ୍ତଙ୍କ ସହ ଲଢ଼ି ପାରନ୍ତି। ନିଜ ଜୀବନସାଥୀକୁ କେବେ ବି ଧୋକା ଦିଅନ୍ତି ନାହିଁ। ସବୁବେଳେ ସେମାନଙ୍କୁ ଭଲ ପାଆନ୍ତି। ଭଲପାଇବାକୁ ନେଇ ଏମାନେ ବହୁତ ସଚ୍ଚୋଟ ମଧ୍ୟ ଥାନ୍ତି।