ଭୁବନେଶ୍ବର,୭।୧୨ : ଏକ ଟ୍ରାଭେଲର ଗାଡିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ  ପାହାଲ ପୁଲିସ ଚଢାଉ କରି ଗାଡି ସହ ଗଞ୍ଜେଇ ଜବତ କରିଛି। ଗାଡିରୁ ଅଢେଇ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି। ଏଥିସହ ଜଣଙ୍କୁ ପାହାଲ ପୁଲିସ ଗିରଫ କରିଛି। ବୌଦ୍ଧରୁ ବାଲେଶ୍ୱର ଚାଲାଣ ହେଉଥିଲା ।

​​​​​​​