ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ଜର୍ମାନ ମହିଳାଙ୍କ ଜଲୱା, 'ଝୁମେ ଜୋ ପଠାନ' ଗୀତରେ ଥିଏଟର୍ ମଝିରେ ନାଚିଲେ

ନୂଆଦିଲ୍ଲୀ ୨୮/୦୧: ଶାହରୁଖ-ଦୀପିକା ଷ୍ଟାରର୍ ‘ପଠାନ’ ବକ୍ସ ଅଫିସରେ କମାଲ ଦେଖାଇଛି। ଫିଲ୍ମର କାହାଣୀ ବ୍ୟତୀତ ଗୀତଗୁଡ଼ିକୁ ମଧ୍ୟ ଖୁବ୍ ପସନ୍ଦ କରାଯାଉଛି। ଫିଲ୍ମର ଟାଇଟଲ୍ ଗୀତ ରିଲିଜ୍ ହେବାପରଠୁ ଟ୍ରେଣ୍ଡିଂରେ ରହିଆସିଛି। ବର୍ତ୍ତମାନ ଫିଲ୍ମ ରିଲିଜ୍ ହେବା ପରେ ସିନେମାଘରେ 'ଝୁମେ ଜୋ ପଠାନ୍' ଗୀତରେ ଲୋକମାନେ ଝୁମୁଥିବା ଦେଖିବାକୁ ମିଳୁଛି। ଏଥି ମଧ୍ୟରେ ଜଣେ ଜର୍ମାନ ମହିଳା ଥିଏଟରରେ ଏହି ଗୀତରେ ନାଚୁଥିବାର ନଜର ଆସିଛନ୍ତି।

wp:html /wp:html

ୟୁଟ୍ୟୁବରେ ଜଣେ ବିଦେଶୀ ମହିଳାଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ 'ଝୁମେ ଜୋ ପଠାନ' ଗୀତରେ ନାଚୁଛନ୍ତି। ଭିଡିଓଟି ଏକ ଥିଏଟରରୁ ଆସିଛି। । ମହିଳା ଜଣଙ୍କ ଜର୍ମାନର ବୋଲି କୁହାଯାଉଛି। ସେ ଅବିକଳ ଶାହରୁଖ ଏବଂ ଦୀପିକାଙ୍କ ପରି ଡ୍ୟାନ୍ସ ଷ୍ଟେପ୍ କରୁଥିବା ନଜର ଆସିଛନ୍ତି। ତେବେ ଅନେକ ସୋସିଆଲ ମିଡିଆ ୟୁଜର୍ସ ଏହି ଭିଡିଓଟିକୁ ଖୁବ୍ ପସନ୍ଦ କରୁଛନ୍ତି। କମେଣ୍ଟ ଦେଇ ନିଜର ମତାମତ ଜଣାଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.