PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ଜର୍ମାନ ମହିଳାଙ୍କ ଜଲୱା, ‘ଝୁମେ ଜୋ ପଠାନ’ ଗୀତରେ ଥିଏଟର୍ ମଝିରେ ନାଚିଲେ

ndtv

ନୂଆଦିଲ୍ଲୀ ୨୮/୦୧: ଶାହରୁଖ-ଦୀପିକା ଷ୍ଟାରର୍ ‘ପଠାନ’ ବକ୍ସ ଅଫିସରେ କମାଲ ଦେଖାଇଛି। ଫିଲ୍ମର କାହାଣୀ ବ୍ୟତୀତ ଗୀତଗୁଡ଼ିକୁ ମଧ୍ୟ ଖୁବ୍ ପସନ୍ଦ କରାଯାଉଛି। ଫିଲ୍ମର ଟାଇଟଲ୍ ଗୀତ ରିଲିଜ୍ ହେବାପରଠୁ ଟ୍ରେଣ୍ଡିଂରେ ରହିଆସିଛି। ବର୍ତ୍ତମାନ ଫିଲ୍ମ ରିଲିଜ୍ ହେବା ପରେ ସିନେମାଘରେ ‘ଝୁମେ ଜୋ ପଠାନ୍’ ଗୀତରେ ଲୋକମାନେ ଝୁମୁଥିବା ଦେଖିବାକୁ ମିଳୁଛି। ଏଥି ମଧ୍ୟରେ ଜଣେ ଜର୍ମାନ ମହିଳା ଥିଏଟରରେ ଏହି ଗୀତରେ ନାଚୁଥିବାର ନଜର ଆସିଛନ୍ତି।

ୟୁଟ୍ୟୁବରେ ଜଣେ ବିଦେଶୀ ମହିଳାଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ‘ଝୁମେ ଜୋ ପଠାନ’ ଗୀତରେ ନାଚୁଛନ୍ତି। ଭିଡିଓଟି ଏକ ଥିଏଟରରୁ ଆସିଛି। । ମହିଳା ଜଣଙ୍କ ଜର୍ମାନର ବୋଲି କୁହାଯାଉଛି। ସେ ଅବିକଳ ଶାହରୁଖ ଏବଂ ଦୀପିକାଙ୍କ ପରି ଡ୍ୟାନ୍ସ ଷ୍ଟେପ୍ କରୁଥିବା ନଜର ଆସିଛନ୍ତି। ତେବେ ଅନେକ ସୋସିଆଲ ମିଡିଆ ୟୁଜର୍ସ ଏହି ଭିଡିଓଟିକୁ ଖୁବ୍ ପସନ୍ଦ କରୁଛନ୍ତି। କମେଣ୍ଟ ଦେଇ ନିଜର ମତାମତ ଜଣାଉଛନ୍ତି।

ସମ୍ବନ୍ଧିତ ଖବର