PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚଳିତ ବର୍ଷ ବଢିବନି ବିଜୁଳି ଦର
  • ||
  • ଓଡ଼ିଶାର ୭ ସହର ବାୟୁ ପ୍ରଦୂଷିତ,ରାଉରକେଲା ସହର ଅଧିକ ପ୍ରଦୂଷିତ
  • ||
  • ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, ବଜ୍ରପାତ ସହ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର- ମଦୁଆ ଗାଡି ଚାଳକ ସାବଧାନ, ଆଜିଠୁ ଚେକିଂ ଜୋରଦାର
  • ||
  • ପୁରୀ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ ଦିଦି, ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବେ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ ପୁଣି ସକ୍ରିୟ, ଆଗାମୀ ୪ ଦିନ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର : ଓଡ଼ିଆ ଟେଲି ଜଗତକୁ ଝଟକା, ହୃଦଘାତରେ ଆଖିବୁଜିଲେ ଅଭିନେତା ସୋମଦତ୍ତ
  • ||

ରେକର୍ଡ ସ୍ତରରେ ସୁନା ଦର, ଆସନ୍ତା ସପ୍ତାହରେ ୬୦,୦୦୦ ଡେଇଁପାରେ

ମୁମ୍ବାଇ,୧୯/୦୩: ମଲ୍‌ଟି କମୋଡିଟି ଏକ୍ସଚେଞ୍ଜରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍‌ଯୁକ୍ତ ସୁନା ୫୯,୪୨୦ ଟଙ୍କା ଛୁଇଁଛି । ଆମେରିକା ଏବଂ ୟୁରୋପରେ ବ୍ୟାଙ୍କ ସଂକଟ ମଧ୍ୟରେ ଆଗାମୀ ସପ୍ତାହରେ ମଧ୍ୟ ବୁଲିୟନ ବଜାରରେ ଉତ୍ସାହ ଜାରି ରହିବ ଏବଂ ସୁନା ୬୦,୦୦୦ ଟଙ୍କା ପାର୍‌ କରିପାରେ । କମୋଡିଟି ଏବଂ କରେନ୍ସି ଏକ୍ସପର୍ଟ ଅନୁଜ ଗୁପ୍ତା ଏହି ଅନୁମାନ କରିଛନ୍ତି । ସ୍ୱସ୍ତିକା ଇନ୍‌ଭେଷ୍ଟମେଣ୍ଟ ଲିମିଟେଡ୍‌ର ବରିଷ୍ଠ କମୋଡିଟି ରିସର୍ଚ୍ଚ ବିଶ୍ଳେଷକ ନିର୍‌ପେନ୍ଦ୍ର ଯାଦବ କହିଛନ୍ତି ଯେ, ଚଳିତ ସପ୍ତାହରେ ସୁନା ଦରରେ ଅସ୍ଥିରତା ଦେଖାଦେଇପାରେ ।

ସମ୍ବନ୍ଧିତ ଖବର