ବାରିପଦା,୧୪।୧୦ : ବାଙ୍ଗିରିପୋଷି ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନ ଚ୍ୟୁତ ହୋଇଛି।ଏଥିରେ କାହାର କିଛି କ୍ଷୟକ୍ଷତି  ହୋଇନାହିଁ ।  ସୋମବାର ସନ୍ଧ୍ୟାରେ ଏକ ମାଲବାହି ଟ୍ରେନ ସାମଗ୍ରୀ ନେଇ ବାଙ୍ଗିରିପୋଷି ଆସୁଥିଲା।  ବାଙ୍ଗିରିପୋଷି  ଷ୍ଟେସନ ନିକଟରେ ଟ୍ରେନଟି ଲାଇନ୍ ଚ୍ୟୁତ୍ ହେଇଛି।ତେବେ କାହାରି କିଛି କ୍ଷୟ କ୍ଷତି ହେଇ ନାହିଁ। ଟ୍ରେନଟି ଲାଇନଚ୍ୟୁତ ହୋଇଥିବାରୁ  ଅନ୍ୟ ଟ୍ରେନ ଗୁଡ଼ିକ ବାତିଲ ହେବାର ସମ୍ଭାବନା ରହିଛି। ଘଟଣାସ୍ଥଳରେ ପୋଲିସ ଓ  ଷ୍ଟେସନ କମର୍ଚାରୀ ପହଞ୍ଚିଛନ୍ତି।