PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ , ଗୁଳିମାଡ଼ ପରେ ତାଙ୍କୁ ଭୁବନେଶ୍ୱରରେ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା
  • ||
  • ମାଲକାନଗିରି : ମାଓଗଡ଼ରେ ସରକାରଙ୍କ ପକ୍ଷରୁ ୨୦୦ ଗରିବ ଆଦିବାସୀଙ୍କୁ ମୋବାଇଲ ଫୋନ ବଣ୍ଟନ
  • ||
  • ପାକିସ୍ତାନରେ ପୁଣି ମହଙ୍ଗା ମାଡ଼, ପେଟ୍ରୋଲ-ଡିଜେଲ ଦାମରେ ୩୫ ଟଙ୍କା ବୃଦ୍ଧି
  • ||
  • ଝାରସୁଗୁଡ଼ା: ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼: ଛାତିରେ ବାଜିଛି ଗୁଳି, ଗୁରୁତର ଅବସ୍ଥାରେ ନିଆଯାଉଛି ହସ୍ପିଟାଲ
  • ||
  • ହକି ବିଶ୍ୱକପ୍‌: ସୁପର ସଣ୍ଡେରେ ଫାଇନାଲ୍ ଫାଇଟ୍, ବେଲଜିୟମ-ଜର୍ମାନୀ ମଧ୍ୟରେ ଟାଇଟଲ ଟକ୍କର
  • ||
  • ଭୂକମ୍ପରେ ଥରିଲା ଇରାନ୍, ୭ ମୃତ, ୪୦୦ରୁ ଅଧିକ ଆହତ
  • ||
  • ମୟୂରଭଞ୍ଜ: ହାତୀମୃତ ଦେହ ମିଳିବା ଘଟଣାରେ ୪ ଶିକାରୀ ଗିରଫ, ୨ ହାତୀଦାନ୍ତ ଜବତ…
  • ||
  • ଆଜି ଦ୍ୱିତୀୟ ଟି-ଟ୍ୱେଣ୍ଟି: ଭାରତ ପାଇଁ ‘କର ବା ମର’, ସିରିଜ ଜିତି ସ୍ୱଦେଶ ଫେରିବା ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ
  • ||
  • ଭୁବନେଶ୍ୱର: ଫେବ୍ରୁଆରୀ ୧୦ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ! ସଜେଇ ହେଉଛି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ
  • ||
  • ଭୁବନେଶ୍ୱର: ଚିନାବାଦାମ ଚାଷର ନୂତନ ଜ୍ଞାନକୌଶଳ ଶିଖିବେ ଓଡ଼ିଆ କୃଷକ, ୮୦ ଚାଷୀଙ୍କୁ ଗୁଜରାଟ ପଠାଇଲା ସୋଆ
  • ||

ଏହି ରୋଗୀମାନେ ଖାଆନ୍ତୁନି ପିଜୁଳୀ, ନଚେତ୍ ହୋଇପାରେ ଏପରି ସମସ୍ୟା

ନୂଆଦିଲ୍ଲୀ ୨୮/୧୧: ଶୀତଦିନିଆ ଫଳ ପିଜୁଳିକୁ ପ୍ରାୟ ସମସ୍ତେ ଖାଇବାକୁ ପସନ୍ଦ କରନ୍ତି। ବହୁତ କମ୍ ଲୋକ ଥିବେ ଯେଉଁମାନେ ଏହାକୁ ଖାଇବାକୁ ପସନ୍ଦ କରୁନଥିବେ। ସ୍ୱାସ୍ଥ୍ୟ ପାଇଁ ପିଜୁଳିର ଅନେକ ଉପକାର ରହିଛି। ଯେତେବେଳେ ବି କାହାର ପେଟ ଖରାପ ହୁଏ, ସେତେବେଳେ ଘରର ବଡମାନେ ପିଜୁଳି ଖାଇବାକୁ ପରାମର୍ଶ ଦିଅନ୍ତି। କିନ୍ତୁ ବହୁତ କମ୍ ଲୋକ ଜାଣିଥିବେ ଯେ ଏହାକୁ ଖାଇବାର ମଧ୍ୟ କ୍ଷତି ରହିଛି। କେତେକ ରୋଗରେ ପୁଜୁଳିକୁ ଆଦୌ ଖାଇବା ଉଚିତ୍ ନୁହେଁ । ତେବେ ଆସନ୍ତୁ ଜାଣିବା ସେହି ବିଷୟରେ…

-ଯେଉଁମାନଙ୍କର ପାକସ୍ଥଳୀ ସମସ୍ୟା ଥାଏ ସେମାନେ ଏହାକୁ ଆଦୌ ଖାଇବା ଉଚିତ୍ ନୁହେଁ। ଯଦି ଆପଣ ପିଜୁଳି ଖାଇବା ପରେ ବାନ୍ତି କିମ୍ବା ପେଟ ଯନ୍ତ୍ରଣା ଅନୁଭବ କରୁଛନ୍ତି, ତେବେ ଏହାକୁ ଖାଇବା ଠାରୁ ଦୂରେଇ ରୁହନ୍ତୁ।

-ଏଥି ସହିତ, ଯେଉଁମାନେ ଏକ୍ଜିମା ପରି ରୋଗରେ ପୀଡିତ, ସେମାନେ ମଧ୍ୟ ଏହାକୁ ଖାଇବା ଅନୁଚିତ୍। ଏହା ଦ୍ୱାରା ଚର୍ମ ପୋଡିବା ଅନୁଭବ ହୋଇଥାଏ।

-ଯେଉଁମାନେ କୌଣସି ପ୍ରକାର ଅସ୍ତ୍ରୋପଚାର କରିବାକୁ ଯାଉଛନ୍ତି, ସେମାନେ ପିଜୁଳିକୁ ଦୁଇ ସପ୍ତାହ ପୂର୍ବରୁ ଖାଇବା ବନ୍ଦ କରିବା ଉଚିତ୍। ଏହା ରକ୍ତ ସଞ୍ଚାଳନରେ ସମସ୍ୟା ସୃଷ୍ଟି କରିପାରେ।

-ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନେ ମଧ୍ୟ ପିଜୁଳି ଖାଇବା ଉଚିତ୍ ନୁହେଁ । ଯେଉଁମାନଙ୍କର ଥଣ୍ଡା କାଶ ଅଛି ସେମାନେ ମଧ୍ୟ ପୁଜୁଳି ଖାଇବା ଉଚିତ୍ ନୁହେଁ।

-ସୁଗାର ରୋଗୀମାନେ ମଧ୍ୟ ଏହାକୁ ଖାଇବା ଉଚିତ୍ ନୁହେଁ।