PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଏତେ ବଡ ହୋଇଗଲାଣି ମୁନ୍ନି, ଦେଖନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋ

ମୁମ୍ବାଇ ୧୭/୭: ବଲିଉଡର ମୁନ୍ନିର କିଛି ଫଟୋ ନିକଟରେ ଭାଇରାଲ ହେବାରେ ଲାଗିଛି । ଫଟୋରେ ମୁନ୍ନି ବିଲକୁଲ୍ ଅଲଗା ନଜର ଆସୁଛି । ‘ବଜରଙ୍ଗୀ ଭାଇଜାନ’ର ଛୋଟ ମୁନ୍ନି ଏବେ ନିଜ ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତ ହେବାରେ ଲାଗିପଡିଛି ।

ହର୍ଷାଲୀ ଅନେକ ଇଣ୍ଟରଭ୍ଯୁରେ ବଲିଉଡରେ ନିଜ କ୍ୟାରିୟରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ ବଡ ହୋଇ ବଲିଉଡର ଟପ୍ ଅଭିନେତ୍ରୀ ହେବାପାଇଁ ଚାହୁଁଥିବା ଅନେକ ଥର ପ୍ରକାଶ କରିଛନ୍ତି । ହର୍ଷାଲୀ ଜଣେ ଚାଇଲ୍ଡ ଆକ୍ଟର, ଯାହାକୁ ଫିଲ୍ମ ବଜରଙ୍ଗୀ ଭାଇଜାନରେ ପରିଚୟ ମିଳିଥିଲା । ଫିଲ୍ମଟି ୪ ବର୍ଷ ତଳେ ରିଲିଜ ହୋଇଥିଲା ।

ଏବେ ୪ ବର୍ଷ ପରେ ହର୍ଷାଲୀ ୧୧ ବର୍ଷର ହୋଇସାରିଛନ୍ତି । ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ମୁନ୍ନିର ଫଟୋ ଫିଲ୍ମରେ ନଜର ଆସିଥିବା ମୁନ୍ନିଠୁ ବହୁତ ଭିନ୍ନ ଲାଗୁଛି ।

ଏବେ ମୁନ୍ନି ମନଧ୍ଯାନ ଦେଇ ପାଠପଢୁଛନ୍ତି । ପାଠପଢା ଶେଷ ହେବା ପରେ ସେ ଫିଲ୍ମ ଲାଇନରେ ପୁଣି ଏଣ୍ଟ୍ରି ମାରିବେ ବୋଲି କହିଛନ୍ତି । ଯେହେତୁ ସେ ବହୁତ ଛୋଟ ଅଛନ୍ତି ତେଣୁ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଚ ବ୍ୟବହାର କରନ୍ତିନି । ତାଙ୍କ ମା ତାଙ୍କ ଆକାଉଣ୍ଟ ବ୍ଯବହାର କରନ୍ତି ।