PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୁଷୋତ୍ତମପୁର : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ପଦ୍ମପୁର : ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କୃଷି ଅଧିକାରୀ, ଲାଇସେନ୍ସ ବାତିଲ କରିବାକୁ ଧମକ ଦେଇ ସାର ଡିଲରଙ୍କ ଠାରୁ ନେଉଥିଲେ ଲାଞ୍ଚ
  • ||
  • ଭୁବନେଶ୍ଵର : ଏଥର ହେବନି ରାଜ୍ୟସ୍ତରୀୟ ପରେଡ, ଭାଗ ନେବେନି ସ୍କୁଲ ଛାତ୍ରଛାତ୍ରୀ
  • ||
  • ପୁରୀ : ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଯୁବତୀ, ବ୍ଲୁଫ୍ଲାଗ୍ ବିଚ୍‌ରୁ ଉଦ୍ଧାର ହେଲା ମୃତଦେହ
  • ||
  • ଜୁଜୁମରା : ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ଘଉଡ଼ାଇବା ବେଳେ ଅଘଟଣ, ବନ କର୍ମଚାରୀଙ୍କ ହାତରେ ଫୁଟିଗଲା ବାଣ
  • ||
  • ବିହାରରେ ଭାଙ୍ଗିଲା ଏନ୍‌ଡିଏ ମେଣ୍ଟ: ଅଲଗା ହେଲା ବିଜେପି-ଜେଡିୟୁର ରାସ୍ତା, ରାଜ୍ୟପାଳଙ୍କୁ ଭେଟିବେ ନୀତୀଶ
  • ||

କ୍ୟାଟ୍ରିନା ଓ ବିକ୍କିଙ୍କ ବିବାହରେ ଯୋଗ ଦେବେ ଏହି ୯ ବଲିଉଡ ତାରକା; ଶାହରୁଖ ଓ ସଲମାନଙ୍କୁ…

pic-toi

ନୂଆଦିଲ୍ଲୀ: ବଲିଉଡର କ୍ୟାଟ୍ କ୍ୟାଟ୍ରିନା କୈଫ ଓ ଅଭିନେତା ବିକ୍କି କୌଶଲଙ୍କ ବିବାହକୁ ନେଇ ଜୋରଦାର ଚର୍ଚ୍ଚା ଲାଗି ରହିଛି। ବାହାଘରକୁ କିଏ ଆସିବ କିଏ ନଆସିବ ତାକୁ ନେଇ ମଧ୍ୟ ଚର୍ଚ୍ଚା।  

ଏହି ଦୁଇ ଯୋଡ଼ିଙ୍କ ମଧ୍ୟରେ ବିବାହକୁ ନେଇ ସମୟ ତାରିଖ ଧାର୍ଯ୍ୟ ହୋଇଛି। ମିଡିଆ ରିପୋର୍ଟ ଅନୁଯାୟୀ ଡିସେମ୍ୱର ୯ରେ ରାଜସ୍ଥାନ ସବାଇ ମାଧୋପୁରରେ ଏହି ଦୁଇ ଯୋଡ଼ି ବିବାହ ବନ୍ଧନରେ ବାନ୍ଧି ହେବେ। ଏହା ପୂର୍ବରୁ ପ୍ରି-ୱେଣ୍ଡିଙ୍ଗ ଫେସ୍ଟିଭାଲ ଆଜି ପାଖରୁ ଆରମ୍ଭ ହୋଇଛି। ବଲିଉଡ୍‌ର ଏହି ବଡ଼ ବାହାଘରକୁ ନେଇ ଚର୍ଚ୍ଚା ଜୋର ଧରିଛି। କ୍ୟାଟ୍ ତାଙ୍କ ବାହାଘରକୁ ବଲିଉଡର କେତେକ ବିଗ୍ ଷ୍ଟାର୍‌ଙ୍କୁ ନିମନ୍ତ୍ରଣ କରିଥିବା ବେଳେ ଦବଙ୍ଗ ଖାନ୍ ସଲମାନଙ୍କୁ ଡାକି ନଥିବାକୁ କୁହାଯାଉଛି। ରାଜସ୍ଥାନ ସବାଇ ମାଧୋପୁର ସିକ୍ସ ସେଂସ ଫୋର୍ଟ ବରୱାଡ଼ାରେ ହେବାକୁ ଯାଉଥିବା କ୍ୟାଟ୍ରିନା ଓ କୌଶାଲଙ୍କ ବିବାହରେ ୱେଣ୍ଡିଙ୍ଗ ଗେଷ୍ଟ ଲିସ୍ଟ ଉପରେ ଦୁଇ ବଲିଉଡର ବଡ଼ ଅଭିନେତାଙ୍କ ନାଁ ରହିଛି। ସେମାନେ ହେଲେ କରଣ ଜୋହର ଓ ଫରାହ ଖାନ। ଏହି ବାହାଘରରେ ମାତ୍ର ୧୨୦ ଜଣ ଲୋକ ସାମିଲ ହେବେ ବୋଲି ଜଣାପଡ଼ିଛି। ତେବେ ୧୨୦ ଜଣ ଅତିଥିଙ୍କ ତାଲିକାରେ କରଣ ଜୋହର ଓ ଫରାହ ଖାନଙ୍କ ସମେତ ବଲିଉଟର ୯ ଜଣ ତାରକା ସାମିଲ ହେବେ।

କ୍ୟାଟ୍ରିନା ଓ ବିକ୍କିଙ୍କକ ବିବାହରେ କେଉଁ ଅତିଥିମାନେ ନିମନ୍ତ୍ରିତ ହୋଇଛନ୍ତି ଆସନ୍ତୁ ଜାଣିବା।

ଫରହା ଖାନ, କରଣ ଜୋହର, ନିତ୍ୟା ମେହରା, ଅଙ୍ଗଦ ବେଦୀ, ନେହା ଧୁପିଆ, ଶାରବରୀ ବାଗ୍ (ବିକ୍କିଙ୍କ ଭାଇ ସନି କୌଶଲଙ୍କ ଗର୍ଲଫ୍ରେଣ୍ଡ), କବୀର ଖାନ, ମିନୀ ମାଥୁର, ଅଙ୍ଗିରା ଧର, ଡା. ଜ୍ୱେଲ ଗମାଡିୟା(କ୍ୟାଟ୍ରିନାଙ୍କ ହୋଲିଷ୍ଟିକ୍ ଡାକ୍ତର),ଯାସମିନ କରାଚିୱାଲା, ଅମିତ ଠାକୁର, ଡେନିୟଲ