ପ୍ରମୂଖ ଖବର
  • ରାଉରକେଲା : ପାରିବାରିକ କଳହର କରୁଣ ପରିଣତି , ୨ ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ମା’
  • ||
  • ରାଜ୍ୟରେ ଖୋଲିବ ୫ ନୂଆ ଏନସିସି ଛାତ୍ରୀ ବାଟାଲିୟନ
  • ||
  • ଆମେରିକାର ପୋଲ୍ ଖୋଲିଲା ଏହି ରିପୋର୍ଟ, ଇରାନର କେବଳ ଗୋଟିଏ ପରମାଣୁ ଠିକଣା ହୋଇଥିଲା ଧ୍ବଂସ
  • ||
  • ବିନିକା : ମହାନଦୀରୁ ମିଳିଲା ଏକ କୁଇଣ୍ଟାଲର ବୋଦା ମାଛ
  • ||
  • ପ୍ରତିବନ୍ଧକର ଧମକ ଦେଇଥିଲେ ନାଟୋ ମୁଖ୍ୟ, କଡ଼ା ଜବାବ ଦେଲା ଭାରତ
  • ||
  • ଏଫଏମ କଲେଜ ଘଟଣା ପରେ ଆକ୍ସନରେ ସରକାର; ଜିଏମ୍ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଗିରଫ
  • ||
  • କଣ୍ଟାବଞ୍ଜି: ରାୟପୁର- ବିଶାଖପାଟଣା ପାସେଞ୍ଜର ଟ୍ରେନର ଏକ ବଗିର ଯାନ୍ତ୍ରିକ ତ୍ରୁଟି,ଦୀର୍ଘ ସମୟ ଧରି ଅଟକିଥିଲା ଟ୍ରେନ
  • ||
  • ନୂଆପଡ଼ା : ସାହାଜଟ ସେବାଶ୍ରମରେ ଅଘଟଣ, ଗଛରେ ଝୁଲି ପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ର
  • ||
  • କେନ୍ଦ୍ରାପଡ଼ା : ଖରସ୍ରୋତାକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଓଡ଼ିଶା ବନ୍ଦ; ସାଲେପୁର କଂଗ୍ରେସରେ ଫାଟ, ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା
  • ||
  • କୋଣାର୍କ : ଓଡ଼ିଶା ବନ୍ଦ ଡାକରାର ପ୍ରଭାବ; ପର୍ଯ୍ୟଟକଶୂନ୍ୟ କୋଣାର୍କ ଓ ଚନ୍ଦ୍ରଭାଗା
  • ||
  • କଳାହାଣ୍ଡି : କେସିଙ୍ଗାରେ ଓଡିଶା ବନ୍ଦ ପ୍ରଭାବ, ସହରର ସମସ୍ତ ଦୋକାନ ବଜାର ସହ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ
  • ||
  • ଆଲାସ୍କା ଦ୍ୱୀପରେ ୭.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ, ସୁନାମି ଚେତାବନୀ ଜାରି
  • ||
  • ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ; ଜିଅନ୍ତା ଜଳି ୫୦ ମୃତ, ଅନେକ ଆହତ
  • ||
  • ଖଲ୍ଲିକୋଟ : ୧୬ ନଂ ଜାତୀୟ ରାଜପଥ ନାରାୟଣୀ ଛକରେ ଓଲଟିଲା କାର୍, ଜଣେ ମୃତ ୮ ଗୁରୁତର
  • ||
  • ଓଡ଼ିଶା ବନ୍ଦ, ଚକଅଖ ଜାମ୍, ସକାଳ ୬ରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ, ବାମପନ୍ଥୀ ଦଳ
  • ||
  • ଗୁରୁବାରଠୁ କମିବ ବର୍ଷାର ପରିମାଣ, ୨୩ ଜିଲ୍ଲାରେ ବଜ୍ରଘାତ ଆଶଙ୍କା; ୨୦ରୁ ଅନେକ ସ୍ଥାନରେ ବର୍ଷା ସମ୍ଭାବନା
  • ||

ହିମାଚଳରେ ପ୍ରବଳ ବର୍ଷା, ୧୦ ଦିନରେ ଗଲାଣି ୪୪ ଜୀବନ : ୨୨ ସ୍ଥାନରେ ଭୂସ୍ଖଳ ଚେତାବନୀ

Published By : Harapriya Biswal | June 30, 2025 8:28 PM

ନୂଆଦିଲ୍ଲୀ,୩୦।୬:  ହିମାଚଳ ପ୍ରଦେଶରେ ଲଗାତାର ମୂଷଳଧାରରେ ବର୍ଷା ଲାଗି ରହିଛି। ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ୨୨ ଭୂସ୍ଖଳନ ସମ୍ଭାବିତ ସ୍ଥାନକୁ ଚିହ୍ନଟ କରାଯାଇଛି। ତା ମଧ୍ୟରୁ ୧୭ଟିରେ ଭୂସ୍ଖଳନ ବିପଦ ଅଧିକ ରହିଛି। ସେଭଳି ଆଉ ଏକ ସ୍ଥାନକୁ ବହୁତ ଅଧିକ ବିପଦ ଶ୍ରେଣୀରେ ରଖାଯାଇଛି।  

ଏହି ରିପୋର୍ଟ ରାଜ୍ୟର ବିଭିନ୍ନ ଜିଲ୍ଲାର ସମ୍ବେଦନଶୀଳ ଅଞ୍ଚଳରେ ୩୦ ଜୁନ୍ ପର୍ଯ୍ୟନ୍ତ ପ୍ରାପ୍ତ ସୂଚନା ଉପରେ ଆଧାରିତ। କାଙ୍ଗଡା ଜିଲ୍ଲା ସର୍ବାଧିକ ବିପଦ ଶ୍ରେଣୀରେ ରହିଛି। ଯାହାକି ବର୍ତ୍ତମାନ ସବୁଠାରୁ ସମ୍ବେଦନଶୀଳ ଜୋନ୍ ଘୋଷଣା କରାଯାଇଛି। 

ମୋଟ ଭାବରେ ମଣ୍ଡି ଜିଲ୍ଲାର ୧୫ଟି ସ୍ଥାନ ରହିଛି। ଏଥିରେ ପ୍ରସିଦ୍ଧ ଟୁରିଷ୍ଟ ସ୍ପଷ୍ଟ ପରାଶର, ଗ୍ରିଫାନ୍ ପିକେ-୧ ରୁ ୧୦ ପର୍ଯ୍ୟନ୍ତ, ମନାଲି ଓ ବିଶ୍ବକର୍ମା ମନ୍ଦିର ମଧ୍ୟ ରହିଛି। ସେଭଳି କାଙ୍ଗଡା ଜିଲ୍ଲାର ୪, ଶିମଲାର ୨ ଓ ସୋଲାନର ଗୋଟିଏ ‘ଉଚ୍ଚ ବିପଦ’ ସ୍ଥାନ ରହିଛି। କାଙ୍ଗଡା ଜିଲ୍ଲା ମୁଖ୍ୟାଳୟ ଧର୍ମଶାଳା ଓ ଶିମଲା ଜିଲ୍ଲାର ଜତୋଙ୍ଗ ମଧ୍ୟ ଖୁବ୍ ବିପଦରେ ରହିଛି। ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବିଭାଗ ଅନୁସାରେ ୨୦ ରୁ ୩୦ ଜୁନ୍ ଭିତରେ ରାଜ୍ୟରେ ୪୪ ଲୋକଙ୍କର ଜୀବନ ବର୍ଷା ଯାଇସାରିଲାଣି। ସେଭଳି ୮୨ ଜଣ ଆହତ ହୋଇଛନ୍ତି। ରାଜ୍ୟରେ ପ୍ରାୟ ୭୫ କୋଟି ଟଙ୍କାର କ୍ଷତି ହୋଇସାରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.