PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ସୁପ୍ରିମକୋର୍ଟଙ୍କ ପାଇଁ ଐତିହାସିକ ଦିନ; ଏବେ ସାଧାରଣ ଲୋକ ବି ଦେଖିପାରିବେ ସାମ୍ବିଧାନିକ ମାମଲା ଶୁଣାଣିର ସିଧାପ୍ରସାରଣ

Image Courtesy: Bar and Bench

ନୂଆଦିଲ୍ଲୀ,୨୭/୦୯: ସର୍ବୋଚ୍ଚ ନ୍ୟାୟାଳୟଙ୍କ ପାଇଁ ଆଜି ଏକ ଐତିହାସକ ଦିନ ଅଟେ। ଏବେ ସାଧାରଣ ଲୋକ ବି ସୁପ୍ରିମକୋର୍ଟଙ୍କ ଶୁଣାଣି ଶୁଣିପାରିବେ। ଆଜିଠାରୁ ସାମ୍ବିଧାନିକ ମାମଲା ଗୁଡ଼ିକର ଲାଇଭ୍‌ ଅର୍ଥାତ୍‌ ସିଧାପ୍ରସାରଣ କରାଯିବ। ସୁପ୍ରିମକୋର୍ଟ ସାମ୍ବିଧାନିକ ମାମଲା ଗୁଡ଼ିକର ଶୁଣାଣି ସମୟରେ ସିଧାପ୍ରସାରଣ କରିବା ପାଇଁ ବ୍ୟବସ୍ତା କରିଛନ୍ତି। ଏହି ମାମଲାରେ ଇଡବ୍ଳ୍ୟୁଏସ ଆରକ୍ଷଣ,ମହାରାଷ୍ଟ୍ର ଶିବସେନା ବିବାଦ ଓ ଦିଲ୍ଲୀ-କେନ୍ଦ୍ର ଭଳି ମାମଲା ସାମିଲ।
ସୂଚନାଥାଉକି, ଗତ ସପ୍ତାହରେ ସୁପ୍ରିମକୋର୍ଟରେ ସିଧାପ୍ରସାରଣ କରିବାକୁ ନେଇ ନିଷ୍ପତ୍ତି ନିଆଯାଇଥିଲା। ସୁପ୍ରିମକୋର୍ଟର ପ୍ରମୁଖ ବିଚାରପତି ଜଷ୍ଟିସ୍‌ ୟୁ.ୟୁ ଲଳିତଙ୍କ ନେତୃତ୍ବରେ କୋର୍ଟରେ ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ସୂଚନାଥାଉକି, ୨୬ ସେପ୍ଟେମ୍ବର ୨୦୧୮ରେ ଜଣେ ଆଇନ ଛାତ୍ରଙ୍କ ଆବେଦନକୁ ନେଇ ସର୍ବୋଚ୍ଚ ଅଦାଲତଙ୍କ ନିଷ୍ପତ୍ତିରେ ସାମ୍ବିଧାନିକ ଓ ରାଷ୍ଟ୍ରୀୟ ମାମଲା ଗୁଡ଼ିକର ଶୁଣାଣିର ସିଧାପ୍ରଶାରଣ କରିବାକୁ ଅନୁମତି ଦିଆଯାଇଥିଲା। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଆଜି ଉଦ୍ଧବ ଠାକରେ ଓ ସିନ୍ଦେ ଗୋଷ୍ଠୀଙ୍କ ମଧ୍ୟରେ ଚାଲିଥିବା ମାମଲାର ହୋଇଥିଲା ସିଧାପ୍ରସାରଣ।

ସମ୍ବନ୍ଧିତ ଖବର