PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ପେଣ୍ଡାଲରେ ପଶି ଦେବୀଦୁର୍ଗାଙ୍କ ମୂର୍ତ୍ତି ଭଙ୍ଗାରୁଜା ଅଭିଯୋଗରେ ୨ ମୁସଲିମ୍ ମହିଳା ଗିରଫ…

ହାଇଦ୍ରାବାଦ: ହାଇଦ୍ରାବାଦର ଏକ ପେଣ୍ଡାଲରେ ଦେବୀ ଦୁର୍ଗା ମାତାଙ୍କ ମୂର୍ତ୍ତି ଭଙ୍ଗାରୁଜା କରିବା ଅଭିଯୋଗରେ ଦୁଇ ମୁସଲମାନ ମହିଳାଙ୍କୁ ଗିରଫ କରାଯାଇଛି । ହାଇଦ୍ରାବାଦର ସେଣ୍ଟ୍ରାଲ ଜୋନ୍‌ର ଡିସିପିଙ୍କ ଅନୁଯାୟୀ, ‘ଆଜି ସକାଳେ ଦୁଇଜଣ ମୁସଲମାନ ମହିଳା ପୂଜା ପେଣ୍ଡାଲ ରେ ପ୍ରବେଶ କରି ଦେବୀ ଦୁର୍ଗା ମାତାଙ୍କ ମୂର୍ତ୍ତିକୁ ଭଙ୍ଗାରୁଜା କରିଥିଲେ । ଏଥିସହ ଜଣେ ସ୍ଥାନୀୟ ଲୋକକୁ ମଧ୍ୟ ସେମାନଙ୍କ ଭିତରୁ ଜଣେ ମହିଳା ଆକ୍ରମଣ କରିଥିଲେ । ତେବେ ଉଭୟଙ୍କୁ କାବୁ କରି ସୟଦାବାଦ ପୋଲିସକୁ ହସ୍ତାନ୍ତର କରିଥିଲେ ସ୍ଥାନୀୟ ଲୋକେ । ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି ।

ସୂଚନାଥାଉକି, ନବରାତ୍ରୀ ଅବସରରେ ଦେଶର ବିଭିନ୍ନ ରାଜ୍ୟରେ ଭବ୍ୟ ଦୁର୍ଗା ପୂଜା ପେଣ୍ଡାଲ ନିର୍ମାଣ କରାଯାଇଛି । ପେଣ୍ଡାଲକୁ ସଜାଇବାର ଏହି ପରମ୍ପରା ବର୍ତ୍ତମାନ ପ୍ରାୟ ପ୍ରତ୍ୟକ ସହରରେ ଦେଖିବାକୁ ମିଳୁଛି । ଲୋକମାନେ ଏହି ଅବସରରେ ପରିବାର ସହିତ ଆସି ପେଣ୍ଡାଲରେ ମା ଦୁର୍ଗାଙ୍କ ମୂର୍ତ୍ତି ଦର୍ଶନ କରନ୍ତି । ଏହି ଅବସରରେ ଅନେକ ସ୍ଥାନରେ ମେଳା ମଧ୍ୟ ଆୟୋଜିତ ହୋଇଥାଏ । ପୂଜା ସହିତ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥାଏ । ହାଇଦ୍ରାବାଦର ଅନେକ ସ୍ଥାନରେ ଦୁର୍ଗା ପେଣ୍ଡାଲ ମଧ୍ୟ ସ୍ଥାପନ କରାଯାଇଛି, ଯେଉଁଠାରେ ବହୁ ସଂଖ୍ୟାରେ ଲୋକ ସେମାନଙ୍କ ପରିବାର ସହିତ ଆସୁଛନ୍ତି ।

ସମ୍ବନ୍ଧିତ ଖବର