ଭୁବନେଶ୍ୱର,୨୭/୧୦: ବରିଷ୍ଠ  ଆଇଏଏସ୍‌ ଅଧିକାରୀ ସୁଶିଲ ଲୋହାନୀ କେନ୍ଦ୍ରକୁ ଯିବେ । ୧୯୯୫ ବ୍ୟାଚ୍‌ ଓଡ଼ିଶା  କ୍ୟାଡରର ଏହି ବରିଷ୍ଠ ଅଧିକାରୀଙ୍କୁ କେନ୍ଦ୍ର  ପଞ୍ଚାୟତିରାଜ ମନ୍ତ୍ରାଳୟ ଅତିରିକ୍ତ ସଚିବ  ଭାବେ ନିଯୁକ୍ତି ମିଳିଛି । ଶ୍ରୀ ଲୋହାନୀ ଏବେ  ରାଜ୍ୟ ପଞ୍ଚାୟତିରାଜ ବିଭାଗର ପ୍ରମୁଖ  ସଚିବ ଅଛନ୍ତି ।