PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ୟୁକ୍ରେନ୍‌ର ୪ ପ୍ରଦେଶରେ ଜନମତ ସଂଗ୍ରହ, ରୁଷ୍‌କୁ ସମର୍ଥନ କରୁଛନ୍ତି ୯୭% ଲୋକ

କିଏଭ,୨୯/୦୯: ୟୁକ୍ରେନ୍‌ର ଡୋନେସ୍କ, ଲୁହାଂସ୍କ, ଖେରସୋନ ଓ ଜାପୋରିଝିଆରେ ରୁଷ୍‌ ଜନମତ ସଂଗ୍ରହ ହାସଲ କରିଛି । ଏଠାକାର ୯୭% ଲୋକ ରୁଷ୍‌କୁ ସମର୍ଥନ କରୁଥିବା ଏଥିରୁ ଜଣାପଡ଼ିଛି ।

ରୁଷ୍‌ର ଗଣମାଧ୍ୟମ ରିପୋର୍ଟରୁ ଏହି ସୂଚନା ମିଳିଛି । ଏହାର ଅର୍ଥ ୟୁକ୍ରେନ୍‌ର ଏହି ୪ଟି ପ୍ରଦେଶର ଲୋକମାନେ ରୁଷ୍‌ ସହ ବିଲୟ ହେବାକୁ ଚାହୁଁଛନ୍ତି । ଏହି ୪ଟି ପ୍ରଦେଶ ୟୁକ୍ରେନ୍‌ର ସର୍ବମୋଟ କ୍ଷେତ୍ରଫଳର ପାଖାପାଖି ୨୦% ହେବ । ଜନମତ ସଂଗ୍ରହ ବା ‘ରେଫରେଣ୍ଡା’ ପରେ ରୁଷ୍‌ ଉକ୍ତ ଅଞ୍ଚଳଗୁଡ଼ିକ ଉପରେ ନିୟନ୍ତ୍ରଣ ଜାହିର କରିବ । ଏହାଦ୍ୱାରା ୟୁକ୍ରେନ୍‌ଠାରୁ ଏଗୁଡ଼ିକ ସବୁଦିନ ପାଇଁ ଅଲଗା ହୋଇଯିବ ।

ଏହିଭଳି ପ୍ରକ୍ର୍ରିୟାରେ ୟୁକ୍ରେନ୍‌ଠାରୁ କ୍ରିମିଆ ପୃଥକ୍‌ ହୋଇଥିଲା । ତେବେ ବର୍ତ୍ତମାନ ଯଦି ଉକ୍ତ ୪ଟି ପ୍ରଦେଶକୁ ରୁଷ୍‌ ନିଜ ନିୟନ୍ତ୍ରଣକୁ ନେବାକୁ ଆଗକୁ ବଢ଼େ, ୟୁକ୍ରେନ୍‌ ପକ୍ଷରୁ ଜୋରଦାର ହମ୍‌ଲା କରାଯାଇପାରେ । ତାହାର ଜବାବ ଦେବା ପାଇଁ ରୁଷ୍‌ ଆଉ ୩ ଲକ୍ଷ ସୈନ୍ୟ ଯୋଗାଡ଼ରେ ଲାଗିପଡ଼ିଛି।

ସମ୍ବନ୍ଧିତ ଖବର