ପ୍ରମୂଖ ଖବର
  • ବିହାରରେ ୧୭ଟି ରାଜନୈତିକ ଦଳକୁ ନିର୍ବାଚନ ଆୟୋଗଙ୍କ କାରଣ ଦର୍ଶାଅ ନୋଟିସ୍
  • ||
  • ଖନ୍ତାପଡ଼ା : ବାଇକକୁ ପଛରୁ ଧକ୍କା ଦେଲା ବସ୍ , ଅଙ୍ଗନବାଡି କର୍ମୀ ମୃତ ,ଶିକ୍ଷକ ଆହତ
  • ||
  • ମତ୍ସ୍ୟ ସେବାରେ ୨୧୭ ନୂତନ ପଦବୀ ଏବଂ ଉଦ୍ୟାନ କୃଷି ସେବାରେ ୬୭ ନୂତନ ପଦବୀ ସୃଷ୍ଟି
  • ||
  • ଦିଗପହଣ୍ଡି ଓସ୍ତାପଲ୍ଲୀରେ ବ୍ୟାପୁଛି ଝାଡାବାନ୍ତି, ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଲା
  • ||
  • ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କଶ୍ୟପ ‘ଜନ ସୁରାଜ’ ପାର୍ଟିରେ ସାମିଲ
  • ||
  • ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ମେଧା ତାଲିକା, କାଲିଠୁ ଆରମ୍ଭ ହେବ ନାମଲେଖା: ୨୪ରୁ ଏକାଦଶ ଶ୍ରେଣୀ ପାଠପଢ଼ା
  • ||
  • ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଏନକାଉଣ୍ଟରରେ PLGA ବାଟାଲିୟନ ଡେପୁଟି କମାଣ୍ଡର ନିହତ
  • ||
  • ରାଜଧାନୀରୁ ୨୬୫ ଗ୍ରାମ ବ୍ରାଉନ ସୁଗର ଜବତ, ଅଭିଯୁକ୍ତ ଗିରଫ
  • ||
  • ଢେଙ୍କାନାଳ : ଫାର୍ମହାଉସ୍‌ରୁ ଶ୍ରମିକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • IT ଅଫିସରେ ହାଜର ହେଲେ ବିଶାଳ ଦାସ, କିଛି ଦିନ ପୂର୍ବରୁ ହୋଇଥିଲା ଚଢାଉ
  • ||
  • ଭଦ୍ରକ : ବିପଦ ସଂକେତ ତଳେ ବୈତରଣୀରେ ବନ୍ୟା ଜଳ, ୧୮.୦୭ ମିଟରରେ ପ୍ରବାହିତ
  • ||
  • ଅଧରପଣା ପାଇ ତୃପ୍ତ ହେବେ ଦେବାଦେବୀଙ୍କ ସମେତ ଯୋଗିନୀଗଣ, ପଣା ସଂଗ୍ରହ ଉପରେ ଲାଗିଲା କଟକଣା
  • ||
  • ଢେଙ୍କାନାଳ : ୪୦ ଟିକିଆ ହାତୀପଲ ନଦୀ ପାର ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ଭାସିଗଲେ ୩ ହାତୀ, ଦୀର୍ଘ ସମୟର ପରେ ଉଦ୍ଧାର
  • ||
  • ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଅର୍ପଣ ନୀତି, ଆଜି ପାର୍ଶ୍ୱଦେବାଦେବୀ ଓ ଅଶରୀରଙ୍କୁ ହେବ ସମର୍ପଣ
  • ||
  • ବାଲେଶ୍ୱର : ବାଗୁଡ଼ି ଯୋଡ଼ାମ୍ବ ଛକ SBI ଏଟିଏମ୍‌ରୁ ଲୁଟ୍, ଗ୍ୟାସ୍‌ କଟରରେ ଏଟିଏମ୍‌ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ବଙ୍ଗୋପସାଗରେ ଲଘୁଚାପ ସକ୍ରିୟ; ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଯୁଦ୍ଧ ହେଲେ ପାକିସ୍ତାନର ସାଥ୍ ଦିଅନି, ମୁସଲମାନଙ୍କୁ ପାକ୍ ଇମାମ୍‌ଙ୍କ ଅପିଲ

Published By : Harapriya Biswal | May 5, 2025 6:07 PM

ନୂଆଦିଲ୍ଲୀ,୫।୫: ପାକିସ୍ତାନର ସବୁଠାରୁ ବଡ଼ ଇମାମ ଭାରତ ସହ ଯୁଦ୍ଧକୁ ନେଇ ମୁସଲମାନଙ୍କୁ କରିଛନ୍ତି ଖାସ୍ ଅପିଲ। ଖବର ଅନୁସାରେ, ସେ ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ ପାକିସ୍ତାନର ସାଥ୍ ନଦେବାକୁ ଅପିଲ କରିଛନ୍ତି। ଏ ସମ୍ପର୍କିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଜମ୍ମୁ ଓ କାଶ୍ମୀରର ପହଲଗାମ୍‌ରେ ହୋଇଥିବା ଆତଙ୍କୀ ହମଲା ପରେ ଦୁଇ ଦେଶର ସମ୍ପର୍କ ତିକ୍ତ ହୋଇଛି। 

ଗଣମାଧ୍ୟମ ରିପୋର୍ଟ ଅନୁସାରେ,  ଇସଲାମାବାଦର ଲାଲ ମସଜିଦ୍‌ରେ ଇମାମ ଅବଦୁଲ ଅଜିଜ ଗାଜି ଅଭିଯୋଗ କରିଛନ୍ତି ଯେ, କୌଣସି ଅନ୍ୟ ଦେଶରୁ ଅଧିକ ପାକିସ୍ତାନରେ ମୁସଲମାନଙ୍କ ସହ ଅତ୍ୟାଚାର ହେଉଛି। ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଇମାମ ଉନ୍ ସେହି ଲୋକଙ୍କୁ ହାତ ଉଠାଇବାକୁ କହିଛନ୍ତି, ଯେଉଁମାନେ ଯୁଦ୍ଧ ସ୍ଥିତିରେ ପାକିସ୍ତାନର ସମର୍ଥନ କରିବାକୁ ଚାହାନ୍ତି। ଏନେଇ ବହୁତ କମ୍ ଲୋକ ଏଭଳି ହାତ ଉଠାଇଛନ୍ତି।

ରିପୋର୍ଟ ଅନୁସାରେ, ସେ କହିଛନ୍ତି ଭାରତ ଓ ପାକିସ୍ତାନର ଯୁଦ୍ଧ ଧର୍ମୀ ଯୁଦ୍ଧ ନୁହେଁ। ପାକିସ୍ତାନର ଯୁଦ୍ଧ ସମ୍ପ୍ରଦାୟର ଯୁଦ୍ଧ।’ ସେ କହିଛନ୍ତି, ପାକିସ୍ତାନରେ ଭାରତ ଅପେକ୍ଷା ଅଧିକ କ୍ରୁରତା ଓ ଖରାପ ସ୍ଥିତି ରହିଛି। ପାକିସ୍ତାନ ରେ (ମୁସଲମାନଙ୍କ ପ୍ରତି) ଯେତିକି କ୍ରୁରତା ହେଉଛି, ସେତିକି ଭାରତରେ ନାହିଁ। ପାକିସ୍ତାନ ସରକାର ନିଜ ଲୋକଙ୍କ ଉପରକୁ ବମ୍ ପକାଉଛନ୍ତି।’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.