PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ଭାରତରେ ହୃଦଘାତ ଜନୀତ ମୃତ୍ୟୁ ସଂଖ୍ୟା ୨୦୩୦ ବେଳକୁ ସର୍ବାଧିକ ହେବ, ହୃଦୟ ରୋଗ ବିଶେଷଜ୍ଞଙ୍କ ଦାବି  

pic - internet

ନୂଆଦିଲ୍ଲୀ, ୦୫/୨୨: ବିଶ୍ୱରେ ସର୍ବାଧିକ ଭାରତରେ ହେଉଛି ହୃଦଘାତ। ୨୦୩୦ ବେଳକୁ ବିଶ୍ୱରେ ହୃଦଘାତ ଜନୀତ ମୃତ୍ୟୁ ସଂଖ୍ୟା ଭାରତରେ ଅଧିକ ରହିବ। ଏଭଳି ଚେତାବନୀ ଦେଇଛନ୍ତି ପ୍ରସିଦ୍ଧ ହୃଦୟ ରୋଗ ବିଶେଷଜ୍ଞ ଡାକ୍ତର ମଞ୍ଜୁନାଥ। ଏହା ସହ ସେ କହିଛନ୍ତି ଯେ ଯୁବକ ଏବଂ ମଧ୍ୟ ବର୍ଷୀୟ ଲୋକଙ୍କ ପାଖରେ ହୃଦୟ ସମସ୍ୟା ଅଧିକ ଦେଖାଯାଉଛି। ଏହା ଅତ୍ୟନ୍ତ ଚିନ୍ତାଜନକ ବୋଲି ସେ କହିଛନ୍ତି।    

ଡକ୍ଟର ସି.ଏନ୍ ମଞ୍ଜୁନାଥ ଜୟଦେବ ଇନଷ୍ଟିଚ୍ୟୁଟ୍ ଅଫ୍ କାର୍ଡିୟୋଲାକ୍ଲୁଲର ସାଇନ୍ସେଜ ରିସର୍ଚ୍ଚର ନିର୍ଦ୍ଦେଶକ ଅଛନ୍ତି। ‘ହେଲ୍ଦି ମେଡିକନ୍ ୨୦୨୨’ ପ୍ରସଙ୍ଗରେ ଡାକ୍ତରଙ୍କ ଉଦ୍ଦେଶ୍ୟରେ ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରିବାବେଳେ ସେ ଏହା କହିଛନ୍ତି।

ସେ କହିଛନ୍ତି ଯେ ଯେତେବେଳେ ଶରୀରର ଶିରାରେ ରକ୍ତ ପ୍ରବାହିତ ହୁଏ ନାହିଁ ଏବଂ ରକ୍ତ ଜମାଟ ବାନ୍ଧିବା ଆରମ୍ଭ କରେ। ସେତେବେଳେ ରକ୍ତ ହୃଦୟରେ ପହଞ୍ଚି ପାରେ ନାହିଁ ଏବଂ ସେହି ସମୟରେ ହୃଦୟ ମଧ୍ୟ ଅମ୍ଳଜାନ ପାଇପାରେ ନାହିଁ। ଏଭଳି ସ୍ଥିତିରେ ହୃଦଘାତ ହୋଇଥାଏ।  ଜଣେ ବ୍ୟକ୍ତିଙ୍କ ପାଇଁ ହୃଦଘାତ ସାଂଘାତିକ ହୋଇପାରେ। ହେଲେ ତୁରନ୍ତ ଚିକିତ୍ସା ଦ୍ୱାରା ରୋଗୀକୁ ରକ୍ଷା କରାଯାଇପାରିବ ।

ସମ୍ବନ୍ଧିତ ଖବର