ଭୁବନେଶ୍ବର, ୨୪/୦୬: ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଂଗ । SCERT କାର୍ଯ୍ୟାଳୟରେ ଘଣ୍ଟୁଛି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗଠିତ ତଦନ୍ତ କମିଟି। ଦୋଷୀଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ !
ସୂଚନା ଅନୁଯାୟୀ, ବୁଧବାର ସକାଳୁ SCERT ଅଫିସରେ ପହଁଛିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗଠିତ ହୋଇଥିବା ତଦନ୍ତ କମିଟି ସଦସ୍ୟ । ଓଡ଼ିଆଭାଷା ସାହିତ୍ୟ ସଂସ୍କୃତି ବିଭାଗ ସଚିବ ବିଜୟ କେତନ ଉପାଧ୍ୟାୟ ଏବଂ ଗଣଶିକ୍ଷା ସଚିବ ଏନ୍ ତିରୁମଲା ନାୟକଙ୍କ ସହ ଯୋଜନା ଏବଂ ସଂଯୋଜନା ବିଭାଗ ଅଧିକରୀ ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି । କେଉଁ ପରିସ୍ଥିତିରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପିଲାଙ୍କ ବହିରେ ଏତେ ମାତ୍ରାରେ ତ୍ରୁଟି ରହିଲା, ତାହାର କାରଣ ଖୋଜୁଛି ଖୋଜୁଛନ୍ତି ଟିମ୍। ଖବର ଅପଡେଟ୍ ଜାରି...