PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ମହଙ୍ଗା ହେଲା ଅମୁଲ ଓ ମଦର ଡାଏରୀ କ୍ଷୀର ଦାମ୍, ଲିଟର ପ୍ରତି ବଢିଲା ୨ ଟଙ୍କା
  • ||
  • ଜମ୍ମୁ-କାଶ୍ମୀରରେ ୩୯ ଜଣ ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌ ନଦୀରେ ଖସିଲା, ୭ ମୃତ
  • ||
  • ସୁନ୍ଦରଗଡ଼ : ଲଗାଣ ବର୍ଷାରେ ବେହାଲ ହେମଗିର ବ୍ଲକ, ଭାଙ୍ଗିଗଲା ୧୨ ଘର
  • ||
  • ଭୁବନେଶ୍ଵର : ବନ୍ୟା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ଵର : ରାଜ୍ୟରେ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ସରକାର, ୭ଦିନ ଯାଏଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
  • ||
  • ଭୁବନେଶ୍ଵର : ରାଜ୍ୟରେ ୩ ଦିନ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ଵର : ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ନେବେ ଜିଲ୍ଲାପାଳ- ଏସଆରସି
  • ||
  • ନୟାଗଡ଼ : ନୟାଗଡ଼ର ୩୦ଟି ବିଦ୍ୟାଳୟକୁ ଛୁଟି ଘୋଷଣା
  • ||
  • କଟକ : ମୁଣ୍ଡଳୀ ନିକଟରେ ବିପଦ ସଙ୍କେତ ଟପିଲା ମହାନଦୀର ଜଳସ୍ତର
  • ||
  • ଭଦ୍ରକ : ବୈତରଣୀରେ ବନ୍ୟା, ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକର ୩୫ରୁ ଉର୍ଦ୍ଧ୍ଵ ଗାଁ ଜଳବନ୍ଦୀ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୨୫୫ ପଜିଟିଭ୍ ଚିହ୍ନଟ
  • ||
  • ବଲାଙ୍ଗୀର : ବଲାଙ୍ଗୀରରେ ବିଭତ୍ସ ହତ୍ୟା, ମାଆ ସମ୍ମୁଖରେ ପୁଅକୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
  • ||

ଦିଳ୍ଲୀ ସିଜିଓ କମ୍ପେ୍ଲକ୍ସ ସ୍ଥିତ ପଣ୍ଡିତ ଦୀନଦୟାଲ ଅନ୍ତୋଦୟ ଭବନରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୬।୩: ବୁଧବାର ସକାଳେ ଦିଳ୍ଲୀ ସିଜିଓ ପରିସର ମଧ୍ୟରେ ଅବସ୍ଥିତ ପଣ୍ଡିତ ଦୀନଦୟାଲ ଅନ୍ତୋଦୟ ଭବନର ୫ମ ମହଲାରେ ନିଆଁ ଲାଗିଛି। ଘଟନାସ୍ଥଳକୁ ୨୪ଟି ଦମକଳ ଯାଇ ନିଆଁ ଲିଭା ଓ ଉଦ୍ଧାର କାର୍ଯ୍ୟ ଚଲାଇଛନ୍ତି।

ପୂର୍ବରୁ ପର୍ଯ୍ୟାବରଣ ଭବନ ଭାବେ ପରିଚିତ ୧୧ତାଲା ବିଶିଷ୍ଟ ପଣ୍ଡିତ ଦୀନଦୟାଲ ଅନ୍ତୋଦୟ ଭବନରେ ରହିଛି ମିନିଷ୍ଟ୍ରି ଅଫ୍ ସୋସିଆଲ୍ ଜଷ୍ଟିସ୍ ଓମ୍ପାଓ୍ବରମେଣ୍ଟ ଆଣ୍ଡ୍ ଡିଜାବିଲିଟି, ମିନିଷ୍ଟ୍ରି ଅଫ୍ ଏନଭାଇରୋନମେଣ୍ଟ, ଫରେଷ୍ଟ ଆଣ୍ଡ୍ କ୍ଲାଇମେଟ୍ ଚେଞ୍ଚ୍ ସମେତ କେତେକ ମନ୍ତ୍ରାଳୟ ଅବସ୍ଥିତ।

ମିଳିଥିବା ଖବର ଅନୁସାରେ ମିନିଷ୍ଟ୍ରି ଅଫ୍ ସୋସିଆଲ୍ ଜଷ୍ଟିସ୍ ଏମ୍ପାଓ୍ବରମେଣ୍ଟ ଆଣ୍ଡ ଡିଜାବିଲିଟିରେ ପ୍ରଥମେ ନିଆଁ ଲାଗି ସବୁଆଡକୁ ମାଡ଼ି ଯାଇଥିଲା। ନିଆଁଲିଭା ଅଭିଯାନରେ କ୍ରେନ ସବୁ ସହାୟତା କରୁଛନ୍ତି। ଏଯାଏଁ କେହି ମୃତାହତ ହୋଇଥିବାର ଖବର ଆସି ନାହିଁ।

ସମ୍ବନ୍ଧିତ ଖବର