PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

ଜାମ୍ମୁ କୋଳି ଖାଇ ପାଣି ପିଉଛନ୍ତି କି ? ଦେଖା ଦେଇପାରେ ଏହି ସମସ୍ୟା

pic- internet

କିଛି ଫଳ ଏମିତି ରହିଛି ଯାହାକୁ ଖାଇବା ପରେ ପାଣି ପିଇବା ଉଚିତ୍‌ ନୁହେଁ। ନହେଲେ ଆପଣଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। ଏଭଳି ଏକ ଫଳ ହେଉଛି ଜାମ୍ମୁ କୋଳି। ଗ୍ରୀଷ୍ମ ଋତୁରେ ମୁଖ୍ୟତଃ ଜାମ୍ମୁ କୋଳି ଦେଖାଯାଏ। ଏହାକୁ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ଦେଇଥାଏ। ଏହି ଖଟା-ମିଠା କୋଳିକୁ ସମସ୍ତେ ଖାଇବାକୁ ପସନ୍ଦ କରିଥାନ୍ତି। ହେଲେ ଯଦି ଆପଣ ଜାମ୍ମୁ କୋଳି ଖାଇବା ପରେ ତୁରନ୍ତ ପାଣି ପିଇବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ।

କିଛି ଲୋକ ଦ୍ୱନ୍ଦରେ ରହିଥାନ୍ତି ଯେ ଜାମ୍ମୁ କୋଳି ଖାଇବା ପରେ ପାଣି ପିଇବା ଉଚିତ୍‌ କି ନୁହେଁ ? ତେବେ କିଛି ଲୋକ ମଧ୍ୟ ଭାବିଥାନ୍ତି ଯେ ଏହି କୋଳି ଖାଇବା ପରେ ପାଣି ପିଇଲେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇପାରେ। ଏବଂ କିଛି ଲୋକ ଭାବିଥାନ୍ତି ଯେ ଏଭଳି କିଛି ହେବନି। ହେଲେ ଆପଣଙ୍କୁ କହି ରଖୁଛୁ ଏକ୍ସପର୍ଟଙ୍କ ଅନୁସାରେ ଯଦି ଆପଣ ଜାମ୍ମୁ କୋଳି ଖଇବା ପରେ ପାଣି ପିଉଛନ୍ତି ତେବେ ଆପଣଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ଏହା ଦ୍ୱାରା ଡାଇରିଆ ଓ ଗ୍ୟାସ ଆଦି ସମସ୍ୟା ଦେଖାଦେଇପାରେ। 

ଜାମ୍ମିୁ କୋଳି ଖାଇବାର ଫାଇଦା  

  •  ଜାମ୍ମୁ କୋଳି ଖାଇଲେ ଆପଣଙ୍କ ଓଜନକୁ ନିୟନ୍ତ୍ରଣ ରଖିଥାଏ। ଯଦି ଆପଣ ଓଜନ କମ୍‌ କରିବାକୁ ଚାହୁଁଛନ୍ତି ତେବେ ଜାମ୍ମୁ କୋଳି ଖାଇପାରିବେ। 
  • ଜାମ୍ମୁ କୋଳି ଖାଇବା ଦ୍ୱାରା ଆପଣଙ୍କ ଶରୀରରେ ରକ୍ତ ଚାପକୁ ନିୟନ୍ତ୍ରଣ କରିବ। ଯେଉଁ ଲୋକଙ୍କ ରକ୍ତ ଚାପ ସମସ୍ୟା ରହିଛି ସେମାନଙ୍କ ପାଇଁ ଏହି କୋଳି ବହୁ ଲାଭଦାୟକ। 
  • ମଧୁମେୟ ରୋଗୀଙ୍କ ପାଇଁ ମଧ୍ୟ ଖୁବ୍‌ ଲାଭ ଦାୟକ ହୋଇଥାଏ ଜାମ୍ମୁ କୋଳି। ଏହାକୁ