ପ୍ରମୁଖ ଖବର
  • ଏସିଆନ୍ କ୍ରିକେଟ୍: ସ୍ବର୍ଣ୍ଣ ପଦକ ଜିତିଲା ଭାରତୀୟ ମହିଳା ଦଳ, ୧୯ ହାରିଲା ଶ୍ରୀଲଙ୍କା
  • ||
  • ନୂଆଦିଲ୍ଲୀ: ବଢ଼ିବ ବାୟୁସେନାର ଶକ୍ତି, ଆଜି ସାମିଲ ହେବ ସି-୨୯୫ ଯୁଦ୍ଧ ବିମାନ
  • ||
  • ଭୁବନେଶ୍ୱର: ମୌସୁମୀ ଅଧିବେଶନର ଦ୍ବିିତୀୟ ଦିନ, ଗୃହ ଆରମ୍ଭରୁ ହଟ୍ଟଗୋଳ, ଦିନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି
  • ||
  • ଭୁବନେଶ୍ୱର: ରଙ୍ଗ୍‌ ରୁଟ୍‌ ଡ୍ରାଇଭ୍ କରୁଥିଲେ, ୧୦୨ ଗାଡ଼ି ଜବତ କଲା ପୋଲିସ: କୋର୍ଟରୁ ରିଜିଲ ଅର୍ଡର ଆଣିଲେ ମିଳିବ ଗାଡ଼ି
  • ||
  • କଲମ୍ବୋ: ଶ୍ରୀଲଙ୍କା ପାଇଁ ଆହତ ଟେନ୍‌ସନ୍, ଦିନିକିଆ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିବେ ହସରଙ୍ଗା, ଚାମୀର
  • ||
  • ନୂଆପଡ଼ା: ସ୍କ୍ରବ୍‌ ଟାଇଫସ ସଂକ୍ରମଣରେ ମହିଳା ମୃତ ଅଭିଯୋଗ, ଡିଜିଟାଲ ସର୍ଭେ ବେଳେ କାମୁଡ଼ିଥିଲା ପୋକ
  • ||
  • ଭୁବନେଶ୍ୱର: ଆଜିଠୁ ଘରେ ଘରେ ପହଞ୍ଚିବ କଂଗ୍ରେସ, ବା
  • ||
  • ନୂଆଦିଲ୍ଲୀ: ଭାରତ-କାନାଡା ସମ୍ପର୍କରେ ଫାଟ ପଛରେ ଆମେରିକା ମୁଖ୍ୟ କାର୍ପଟଦାର ! କାନାଡାକୁ ଦେଇଥିଲା ଗୁଇନ୍ଦା ତଥ୍ୟ..
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ପ୍ରଥମ ସ୍ବର୍ଣ୍ଣ, ୧୦ ମିଟର ଏୟାର ରାଇଫଲ୍ସ ଟିମ୍ ଜିତିଲେ ସୁନା ପଦକ
  • ||
  • ଭୁବନେଶ୍ୱର: ଆସିଲାଣି ମୌସୁମୀ ଫେରିବା ସମୟ: ଏବେ ବି ୩ ଜିଲ୍ଲାରେ ମାତ୍ରାଧିକ, ଆଉ ୩ ରେ ନିଅଣ୍ଟିଆ ବର୍ଷା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା ଶେଷ, ବଡ଼ଦାଣ୍ଡରେ କଂସକୁ ବଧ କଲେ ଶ୍ରୀକୃଷ୍ଣ
  • ||

ସହିଦ ରେଣ୍ଡୋ ମାଝୀଙ୍କ ନାମରେ ନାମିତ ହେଲା କଳାହାଣ୍ଡି ମେଡିକାଲ୍ କଲେଜ ଓ ହସ୍ପିଟାଲ

ମ,ରାମପୁର,୫/୬( ଆ ପ୍ର):- ଓଡ଼ିଶା ସରକାର ଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କଳାହାଣ୍ଡି ମେଡିକାଲ୍ କଲେଜ ଓ ହସ୍ପିଟାଲ କୁ କଳାହାଣ୍ଡି ର ପ୍ରଥମ ସହିଦ ରେଣ୍ଡୋ ମାଝିଙ୍କ ନାମ ରେ ନାମିତ କରାଯାଇଛି । ଏହାକୁ ନେଇ କଳାହାଣ୍ଡି ଜିଲ୍ଲା ସମେତ ମ ରାମପୁର ଅଞ୍ଚଳ ରେ ଖୁସି ର ମାହୋ ଲ ଦେଖିବାକୁ ମିଳିଛି ।

ମ.ରାମପୁର ବ୍ଲକ ଅନ୍ତର୍ଗତ ଲୁବେନ ଗଡ ଗ୍ରାମ ପଞ୍ଚାୟତରେ ଏହି ସହିଦ ଙ୍କ ଜନ୍ମ ହୋଇଥିବା କୁହଯାଏ । ସେ ବ୍ରିଟିଶ ଶାସନ ବିରୁଦ୍ଧରେ ସଂଗ୍ରାମ କରି ସେ ସମୟରେ ରସୁଲ କୁଣ୍ଡା ଜେଲ୍ ରେ ବନ୍ଦୀ ହୋଇ ରହିଥିଲେ। ପରବର୍ତ୍ତୀ ମୁହୂର୍ତ୍ତ ରେ ତାଙ୍କୁ ମ.ରାମପୁର ବ୍ଲକ୍ ଉର୍ଲାଦାନି ପଞ୍ଚାୟତର ଏକ ସ୍ଥାନରେ ଫାଶୀ ଦିଆଯାଇଥିଲା । ତାଙ୍କରି ତ୍ୟାଗ ପୂତ ଆଉ ସଂଗ୍ରାମୀ ଜୀବନ ପାଇଁ ସେ କଳାହାଣ୍ଡି ର ପ୍ରଥମ ସ୍ବାଧୀନତା ସଂଗ୍ରାମୀ ଭାବରେ ପ୍ରସିଦ୍ଧି ଲାଭ କରିଛନ୍ତି । ଏହି ନାମ କରଣ ପାଇଁ କଳାହାଣ୍ଡି ଆଦିବାସୀ ସଂଘ ତରଫରୁ ବିଭିନ୍ନ ସମୟରେ ଦାବି ହେଇ ଆସୁଥବା ବେଳେ ଏହାର କାର୍ଯ୍ୟ କାରିତା କୁ ନେଇ କଳାହାଣ୍ଡି ଆଦିବାସୀ ସଂଘ କୃତଜ୍ଞତା ଜଣାଇଛନ୍ତି।

Copyright © 2022 - Summa Real Media Private Limited. All Rights Reserved.