ପୁରୀ, ୬।୧୧ : ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ ବାଲୁକା ଆନିମେସନ ମାଧ୍ୟମରେ ପଦ୍ମ ଭୂଷଣ ତାମିଲ ସୁପର ଷ୍ଟାର କମଲ ହାସନଙ୍କୁ ଜନ୍ମ ଦିନର ଶୁଭେଚ୍ଛା  ଜଣାଇଛନ୍ତି | ସେ ୧ମିନିଟ ୩୬ସେକେଣ୍ଡ ର ବାଲୁକା ଆନିମେସନ ଭିଡ଼ିଓ ପ୍ରସ୍ତୁତ କରିଛନ୍ତି । ସେଥିରେ ସେ କମଲ ହାସନଙ୍କ  ପ୍ରତିଛବି ନିର୍ମାଣ କରିଛନ୍ତି । ଏଥିସହ କମଳ ହାସନଙ୍କୁ ୭୦ ତମ ଜନ୍ମଦିନର ଶୁଭେଛା ବାର୍ତ୍ତା ଦେଇଛନ୍ତି | ଏହି ବାଲୁକା ଆନିମେସନ ଭିଡ଼ିଓକୁ ନିର୍ମାଣ କରିବାକୁ ମାନସ ସାହୁ ଙ୍କୁ୨ ଘଣ୍ଟା ସମୟ ଲାଗିଥିଲା |