PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ସାଉଥ୍‌ ଫିଲ୍ମ ଷ୍ଟାଣ୍ଡାର୍ଡ ବଢ଼ାଇ ଦେଇଛି … ବଲିଉଡ୍‌ ଭର୍ସେସ୍‌ ସାଉଥ୍‌ ଫିଲ୍ମକୁ ନେଇ କହିଲେ କରଣ ଜୋହର

ମୁମ୍ୱାଇ : କରଣ ଜୋହରଙ୍କ ପ୍ରଡକ୍ସନର ଫିଲ୍ମ ଯୁଗ୍ ଯୁଗ୍ ଜିୟୋର ଟ୍ରେଲର ରିଲିଜ ହୋଇଛି । ଫିଲ୍ମରେ ବରୁଣ ଧୱନ , କିୟାରା ଆଡୱାଣୀ , ଅନିଲ କପୁର ଓ ନୀତୁ କପୁର ଅଛନ୍ତି। ମୁମ୍ୱାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଟ୍ରେଲର ଲଞ୍ଚ କରାଯାଇଛି । ଏହି ସମୟରେ ମିଡି଼ଆ କଳାକାର ଓ ପ୍ରଯୋଜକଙ୍କୁ ପ୍ରଶ୍ନ ପଚାରିଥିଲେ । ବର୍ତ୍ତମାନ ସମୟରେ ସିନେମା ଜଗତରେ ବଲିଉଡ ଓ ସାଉଥ୍‌ ଫିଲ୍ମର ଚର୍ଚ୍ଚା ଖୁବ୍‌ ଜୋରରେ ହେଉଛି । ଏମିତିରେ କରଣ ଜୋହରଙ୍କୁ ବି ଏଥିନେଇ ପ୍ରଶ୍ନ ପଚରା ଗଲା । ସେ କହିଥିଲେ କି ୨୦୧୫ରେ ସେ ବାହୁବଳୀ ପ୍ରେଜେଣ୍ଟେଡ୍‌ କରିଥିଲେ । ସାଉଥ୍‌ ଫିଲ୍ମ ଗୁଡ଼ିକ ଷ୍ଟାଣ୍ଡାର୍ଡକୁ ଆହୁରି ବଢ଼ାଇ ଦେଇଛନ୍ତି।

କରଣ ଜୋହର ବଲିଉଡ ଭର୍ସେସ ସାଉଥ୍‌ ଫିଲ୍ମର ଡିବେଟ ଉପରେ କହିଛନ୍ତି କି ଆମେ ବହୁତ ଗର୍ବର ସହ କହିପାରିବା କି ଆମର ସବୁ ହିନ୍ଦୁସ୍ତାନୀ ସିନେମା। ଯେବେ ଆରଆରଆର , କେଜିଏଫ ଓ ପୁଷ୍ପା ଏତେ କମାଲର ବିଜନେସ୍‌ କରିଛି ତ ଆମେ କହିପାରିବା କି ଆମର ଏସବୁ ହିନ୍ଦୁସ୍ତାନୀ ସିନେମା । ଆମେ ଏହି ସବୁ ଫିଲ୍ମକୁ ନେଇ ଗର୍ବ କରିବା । ସେମାନେ ବାସ୍ତବରେ ଇଣ୍ଡିଆନ ସିନେମାର ସମ୍ମାନକୁ ଆହୁରି ବଢ଼ାଇ ଦେଇଛନ୍ତି । ପ୍ରଶାନ୍ତ ନୀଲ , ଏସଏସ ରାଜାମୌଳୀ, ସୁକୁମାର ଦେଖାଇ ପାରିଛନ୍ତି କି ଆମର ଷ୍ଟାଣ୍ଡାର୍ଡ କେମିତି ହୋଇପାରେ ।

କରଣ ଆହୁରି କହିଛନ୍ତି , ଏବେ ଗଙ୍ଗୁବାଇ ଭଲ ବିଜନେସ କରିଛି । ଭୁଲ ଭିଲେୟା ୨ ମଧ୍ୟ ଭଲ ଓପନିଂ ନେଇଛି । ଆମର ଏହି ଆଶା ଯେ ଯୁଗ୍‌ ଯୁଗ୍‌ ଜିୟୋ ଏହି ଲିଷ୍ଟର ସଦସ୍ୟ ହେଇଯାଉ । ଆମେ ଏହା ମଧ୍ୟ ଚାହୁଁଛୁ କି ପ୍ରତି ଭାଷାର ଫିଲ୍ମ ଚାଲୁ ।

ସମ୍ବନ୍ଧିତ ଖବର