ପ୍ରମୂଖ ଖବର
  • ଝାରସୁଗୁଡ଼ା: ଟ୍ରେଡିଂ ଆପ୍‌ରେ ସର୍ବସ୍ଵ ହରାଇ ଜୀବନ ହାରିଲେ ଯୁବକ, ରେଳ ଧାରଣରୁ ମୃତଦେହ ଉଦ୍ଧାର
  • ||
  • ଡେରାଡୁନ ଭୟାନକ ଦୁର୍ଘଟଣା, ଗଛରେ ପିଟି ହେଲା କାର୍, ଚାଲିଗଲା ୬ ଜୀବନ
  • ||
  • ଆଫ୍ରିକା ମହାଦ୍ୱୀପର ଆଇଭରୀ କୋଷ୍ଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୨୧ ମୃତ
  • ||
  • ରାଜଧାନୀରେ ଥମୁନି ଅସାମାଜିକଙ୍କ ଆତଙ୍କରାଜ, ବଡ଼ଗଡ଼ ଛକରେ ବ୍ୟବସାୟୀଙ୍କୁ ଗୋଡ଼ାଇ ହାଣିଲେ
  • ||
  • ରାଜଧାନୀରେ ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା, ଏକାଧିକ ଆହତ
  • ||
  • ଓୟୁଏଟିରେ ବ୍ୟାପିଲା ଜଣ୍ଡିସ୍‌, ଦୁଇ ଡଜନରୁ ଅଧିକ ଛାତ୍ରଛାତ୍ରୀ ଜଣ୍ଡିସରେ ଆକ୍ରାନ୍ତ
  • ||
  • ମଙ୍ଗଳବାର ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ, ପ୍ରବାସୀ ଭାରତୀୟ ଦିବସର ନୂଆ ୱେବସାଇଟ୍‌ ଲୋକାର୍ପଣ ଉତ୍ସବରେ ଯୋଗଦେବେ
  • ||
  • ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଢ଼ିଲା, ସିଂହଦ୍ଵାର ସମ୍ମୁଖରେ ପ୍ରବେଶ କରିବାକୁ ଲୋକଙ୍କ ମଧ୍ୟରେ ଠେଲାପେଲା
  • ||
  • ମହା କାର୍ତ୍ତିକ ମାସର ଦ୍ଵିତୀୟ ପଞ୍ଚୁକ, ଚନ୍ଦ୍ରଚୂଡ଼ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର
  • ||
  • ନରେଶ ଗୋଏଲଙ୍କୁ ଆଶ୍ବସ୍ତି, କ୍ୟାନସ ଚିକିତ୍ସା ପାଇଁ ଜାମିନ୍ ଆବେଦନକୁ ମଞ୍ଜୁର କଲେ ବମ୍ବେ ହାଇକୋର୍ଟ
  • ||
  • ଶ୍ରୀମନ୍ଦିରରେ ହରିଉତ୍ଥାପନ ଏକାଦଶୀ, ନିଦ୍ରାରୁ ଉଠିଲେ ଶ୍ରୀହରି: ଲକ୍ଷ୍ମୀନାରାୟଣ ବେଶ​‌ ଦର୍ଶନ କରୁଛନ୍ତି ଭକ୍ତ
  • ||
  • ଗୁରୁବାର ଯାଏଁ ଶୁଖିଲା ରହିବ ପାଗ, ଶୁକ୍ରବାରଠୁ ବଢ଼ିବ ଶୀତ: ୨ରୁ ୪ ଡିଗ୍ରୀ ଖସିପାରେ ରାତି ତାପମାତ୍ରା
  • ||

ଓଲଗରେ ପାଞ୍ଚଶହ ବର୍ଷର ପୁରାତନ ପରମ୍ପରା ଲାଖବିନ୍ଧା ଅନୁଷ୍ଠିତ, ଶହଶହ ଲୋକଙ୍କ ଭିଡ଼

ଭଦ୍ରକ,୧୪/୧୦: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଓଲଗରେ ପାଳିତ ହୁଏ ନିଆରା ଲାଖବିନ୍ଧା ପରମ୍ପରା ।  ଏହା ପାଞ୍ଚଶହ ବର୍ଷର ପୁରାତନ ପରମ୍ପରା । ପରମ୍ପରା ଓ ସଂସ୍କୃତି କୁ ବଞ୍ଚାଇବା ସହ ନିଜ ନିଜ ଭିତରେ ସୁସମ୍ପର୍କ ସ୍ଥାପନ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ ।

ବିଜୟା ଦଶମୀ ଦିନ ବଡ଼ ଓଲଗ ଓ ସାନ ଓଲଗ ଗ୍ରାମର ବୀର କ୍ଷତ୍ରୀୟ ଯୋଦ୍ଧାମାନେ ମା' ଦୂର୍ଗାଙ୍କ ପାଖରେ ପୂଜା ପାଉଥିବା ଧନୁ ଓ ତୀର ଆଣି ଏକ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ଅମୃତମଣି ପଡିଆରେ ଏକତ୍ରିତ ହୁଅନ୍ତି । ସେଠାରେ ପହଞ୍ଚି  ଏକ କଦଳି ଗଛ ରୂପି ରାବଣକୁ ଲକ୍ଷ୍ୟ ଭେଦ କରିଥାନ୍ତି। ବିଜୟୀ ଯୋଦ୍ଧା ଶୋଭାଯାତ୍ରାରେ ଯାଇ ମାଆଙ୍କ ଦର୍ଶନ କରି ଆଶିଷ ଲାଭ କରିଥାନ୍ତି। ଏହି କାର୍ଯ୍ୟକ୍ରମକୁ ଦେଖିବାକୁ ଆଖପାଖ ଅଞ୍ଚଳରୁ ଶହ ଶହ ଲୋକଙ୍କ ଭିଡ ଲାଗି ରହିଥାଏ  ।                            

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.