PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ଦେଖନ୍ତୁ: ପ୍ରଚଣ୍ଡ ବିସ୍ଫୋରଣରେ ଥରିଗଲା ଲେବାନନ୍‌ର ରାଜଧାନୀ- ପ୍ରାଥମିକ ସୂଚନା ଅନୁଯାୟୀ ଅନେକ ମୃତାହତ

ବୈରୁଟ୍‌-  ଲେବାନନ୍‌ର ରାଜଧାନୀ ବୈରୁଟ୍‌ରେ  ଅତି ଭୟଙ୍କର ବସ୍ଫୋରଣ ହୋଇଛି  । ଏହାର ଭିଜୁଆଲ୍‌ର ଏହା କେତେ ଭୟଙ୍କର ଥିଲା ତାହା ସ୍ପଷ୍ଟ ଭାବରେ ଦେଖାଯାଉଛି ।  ବେରୁଟ୍‌ର ସମସ୍ତ ଅଂଶଙ୍କୁ ଏହି ବିସ୍ଫୋରଣ  ଥରାଇ ଦେଇଛି ।  ଲେବାନନ୍‌ର  ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅନୁସାରେ ଏହି ବିସ୍ଫୋରଣ ଅତି ଭୟଙ୍କର ଥିଲା ।

ବୈରୁଟ୍‌ର ବନ୍ଦରରେ ଏହି ବିସ୍ଫୋରଣ ଘଟିଥିଲା । ଏଥିରେ ସମ୍ପୂର୍ଣ୍ଣ ବୈରୁଟ୍‌ ଥରି ଉଠିଥିଲା । ବୈରୁଟ୍‌ର ସମସ୍ତ ସ୍ଥାନରେ ଏହାର ପ୍ରଭାବ ଅନୁଭୂତ ହୋଇଥିଲା ।

ତେବେ ବିସ୍ଫୋରଣର କରାଣ ଜଣା ପଡିନାହିଁ । କେଉଁ କାରଣରୁ ଏହି ବିସ୍ଫୋରଣ ଘଟିଛି ସେ ବିଷୟରେ ତଦନ୍ତ ଚାଲିଛି । ବନ୍ଦରରରୁ ବିସ୍ପୋରଣ ଯୋଗୁଁ ଆକାଶର ବହୁ ଉଚ୍ଚା ପର୍ଯ୍ୟନ୍ତ  ନୂଆ ଏବଂ ଧୂଆଁ ଉଠୁଥିବା ଦେଖିବା ପାଇଁ ମିଳଥିଲା। ଶୂନ୍ୟେ ବହୁ ଉଚ୍ଚା ପର୍ଯ୍ୟନ୍ତ ଏହି ଉଠିଥିଲା । ଏହି ବିସ୍ପୋରଣ ଯୋଗଁ ବନ୍ଦରର ଅନେକ ଅଶଂ ସହ ବିଭିନ୍ନ ଘର ଦ୍ୱାର ନଷ୍ଟ ହୋଇଛି ।