PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ବିଜେପିର ପ୍ରଥମ ପର୍ଯ୍ଯାୟ ପ୍ରାର୍ଥୀ ତାଲିକା ପ୍ରକାଶ: ପିଏମ୍ ମୋଦି ବାରାଣାସୀରୁ, ଅମିତ ଶାହ ଗାନ୍ଧୀନଗରରୁ ଲଢିବେ ନିର୍ବାଚନ

source:zeenews.india.com

ନୁଆଦିଲ୍ଲୀ ୨୧/୩: ଲୋକସଭା ନିର୍ବାଚନ ୨୦୧୯ ପାଇଁ ବିଜେପି ନିଜର ପ୍ରଥମ ପର୍ଯାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବିଜେପି ମହାସଚିବ ଜେପି ନଡ୍ଡା ବିଜେପି ମୁଖ୍ଯାଳୟରେ ଏକ ପ୍ରେସ୍ କନଫରେନ୍ସରେ ପ୍ରଥମ ତାଲିକା ଘୋଷଣା କରିଛନ୍ତି । ୧୮୪ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଛି । ତାଲିକାର ପ୍ରଥମ ନାଁ ପିଏମ୍ ମୋଦିଙ୍କର ରହିଛି । ପିଏମ୍ ମୋଦି ପୁଣି ବାରାଣାସୀରୁ ନିର୍ବାଚନ ମଇଦାନକୁ ଓହ୍ଲାଉଛନ୍ତି ।

ବିଜେପି ଅଧ୍ଯକ୍ଷ ଅମିତ ଶାହ ଗାନ୍ଧୀ ନଗରରୁ ନିର୍ବାଚନ ଲଢିବେ । ତେବେ ଅମିତ ଶାହ ଏବେ ରାଜ୍ଯସଭା ସାଂସଦ ଅଛନ୍ତି  । ପ୍ରଥମ ଥର ପାଇଁ ସେ ଲୋକସଭା ନିର୍ବାଚନ ଲଢିବେ । କେନ୍ଦ୍ରୀୟ ମନ୍ତ୍ରୀ ଜିତେନ୍ଦ୍ର ସିଂହ ଉଧମପୁରରୁ ଲୋକସଭା ନିର୍ବାଚନ ଲଢିବେ । ପଶ୍ଚିମବଙ୍ଗ ବିଜେପି ମୁଖ୍ଯ ଦିଲୀପ ଘୋଷ ମେଦିନୀପୁର, କେନ୍ଦ୍ରୀୟ ମନ୍ତ୍ରୀ ବାବୁଲ ସୁପ୍ରିୟୋ ଆସନସୋଲରୁ ନିର୍ବାଚନ ଲଢିବେ ।

ବିଜେପିର ପ୍ରଥମ ତାଲିକାରେ କିଛି ପ୍ରମୁଖ ପ୍ରାର୍ଥୀ…

ଲକ୍ଷ୍ନୌ- ରାଜନାଥ ସିଂହ

ନାଗପୁର-ନୀତିନ ଗଡକରି

ଆମେଥି –ସ୍ମୃତି ଇରାନୀ

ଗାଜିୟାବାଦ- ଜେନେରାଲ ଭି.କେ ସିଂହ

ନୋଏଡା- ମହେଶ ଶର୍ମା

ବାଗପତ- ସତ୍ୟପାଲ ସିଂହ

ମୁଜଫରନଗର- ସଞ୍ଜୀବ ବଲିୟାନ

ନାଗପୁର-ନୀତିନ ଗଡକରି

ମେରଠ-ରାଜେନ୍ତ୍ର ଅଗ୍ରୱାଲ

ବନ୍ଦାୟୁ- ସଙ୍ଘଂମିତ୍ରା ମୌର୍ଯ୍ୟ

ଗାଜିପୁର- ମନୋଜ ସିହ୍ନା

ହରଦୋଇ- ଜୟପ୍ରକାଶ ରାୱତ

ଫତେପୁର ସିକ୍ରି- ରାଜକୁମାର ଚହଲ

ବରେଲୀ-ସନ୍ତୋଷ ଗଙ୍ଗୱାର

ମଥୁରା-ହେମା ମାଲିନୀ

ୱର୍ଦ୍ଧା- ରାମଦାସ ଚନ୍ଦ୍ରଭାନ

ମୁମ୍ବାଇ ନର୍ଥ ସେଣ୍ଟ୍ରାଲ- ପୁନମ ମହାଜନ

ମୁମ୍ବାଇ ନର୍ଥ – ଗୋପାଳ ସେଟ୍ଟୀ

ଆମ୍ବଲା- ଧର୍ମେନ୍ଦ୍ର କୁମାର

ଶାଙ୍ଗଲୀ-ସଞ୍ଜୟ କାକା

ଅମରୋହା- କଓଁରପାଲ ସିଂହ

ଲାତୁର- ସୁଧାକର ରାଓ

ଅରୁଣାଚଳ ପଶ୍ଚିମ- କିରିଣ ରିଜିଜୁ

ଡିବ୍ରୁଗଡ- ରାମେଶ୍ୱର ତେଲି

କର୍ଣ୍ଣାଟକ ପାଇଁ ବିଜେପି ପ୍ରାର୍ଥୀ- ଅନନ୍ତ କୁମାର ହେଗଡେ ଉତ୍ତର କର୍ଣ୍ଣାଟକ, ସଦାନନ୍ଦ ଗୌଡା ବେଙ୍ଗାଲୁରୁ ଉତ୍ତର, ମୌସୁରରୁ ପ୍ରତାପ ସିହ୍ନା ।

ଉତ୍ତରାଖଣ୍ଡରୁ ବିଜେପି ପ୍ରାର୍ଥୀ-ଟିହରୀ ଗଢୱାଲରୁ ମାୟା ରାଜଲକ୍ଷ୍ମୀ, ଗଢୱାଲରୁ ତୀରଥ ଶ୍ରାୱତ, ନୈନିତାଲରୁ ଅଜୟ ଭଟ୍ଟ, ହରିଦ୍ୱାରରୁ ଆରପି ନିଶଙ୍କ ।

ଅଧିକ ପଢନ୍ତୁ ଓଡିଶାର ୧୦ ଲୋକସଭା ପାଇଁ ବିଜେପି ପ୍ରାର୍ଥୀ ଘୋଷଣା, ଜାଣନ୍ତୁ କିଏ କେଉଁଠୁ ଲଢିବେ…

ସମ୍ବନ୍ଧିତ ଖବର