PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଅନ୍ ଲାଇନ୍‌ରେ ମଗାଇଥିଲେ ଡ୍ରୋନ କ୍ୟାମେରା, ହେଲେ ପାର୍ସଲରେ ଆସିଲା ୧ କିଲୋ ଆଳୁ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ: ଅନ୍ ଲାଇନ୍‌ରେ ମଗାଇଥିଲେ ଡ୍ରୋନ କ୍ୟାମେରା, ହେଲେ ପାର୍ସଲରେ ଆସିଲା ୧ କିଲୋ ଆଳୁ । ବିହାରର ନାଳନ୍ଦା ଅଂଚଳର ଅମାନ ନାମକ ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଏଭଳି ଘଟଣା ଘଟିଛି । ଅମାନ ଦାବି କରିଛନ୍ତି ଯେ ସେ ଜଣେ ଅନଲାଇନ୍ ରିଟେଲରଙ୍କ ଠାରୁ ଡ୍ରୋନ୍ କ୍ୟାମେରା ଅର୍ଡର କରିଥିଲେ, କିନ୍ତୁ ପାର୍ସଲ ଆସିବା ପରେ ପ୍ୟାକେଟ୍ ଭିତରୁ ସେ ଏକ କିଲୋ ଆଳୁ ପାଇଛନ୍ତି । ଅନ୍‌ସିନ ଇଣ୍ଡିଆ ପକ୍ଷରୁ ସେୟାର ହୋଇଥିବା ଏହି ଭିଡିଓ ଟ୍ୱିଟରରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଜଣେ ଡେଲିଭରୀ ବଏ ପ୍ୟାକେଟ ଖୋଲୁଥିବା ଦେଖିବାକୁ ମିଳୁଛି । ସେ ସ୍ବୀକାର କରିଛନ୍ତି ଯେ ଅନଲାଇନ୍ ରିଟେଲ ବ୍ୟବସାୟୀ ଜାଲିଆତି କରିଛନ୍ତି । ତେବେ ପ୍ରଡକ୍ଟ ଯୋଗାଉଥିବା କମ୍ପାନୀ ସହ ଏହାର ସମ୍ପର୍କ ଅଛି କି ନାହିଁ ସେ ନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି ।

ଯେଉଁ ଗ୍ରାହକଙ୍କୁ ଜାଲିଆତି କରାଯାଇଥିଲା, ସେ ହେଉଛନ୍ତି ଜଣେ ବ୍ୟବସାୟୀ । ତାଙ୍କ ନାମ ଚେତନ କୁମାର । ଚେତନ ଅନଲାଇନ୍ ସପିଂ ସାଇଟରେ ଅର୍ଡର କରିବା ପରେ ସମ୍ପୂର୍ଣ୍ଣ ଟଙ୍କା ଦେଇଥିଲେ । ପାର୍ସଲ ସହିତ ଡେଲିଭରୀ ବଏ ଆସିବା ପରେ ଚେତନଙ୍କର ସନ୍ଦେହ ହୋଇଥିଲା । ସେ ପାର୍ସଲ ଖୋଲିବାକୁ କହିଥିଲେ ଏବଂ ଏହାର ଏକ ଭିଡିଓ ମଧ୍ୟ କରିଥିଲେ । ସିଲ୍ ହୋଇଥିବା ପ୍ୟାକେଟ ଭିତରେ ୧୦-୨୦ଆଳୁ ଥିଲା ।

ସମ୍ବନ୍ଧିତ ଖବର