PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ସଂଗଠନ ଛାଡ଼ିଥିବା ମାଓବାଦୀ ପ୍ରଫୁଲ୍ଲ ପରିଚ୍ଛା ଗିରଫ, ଥାନାରେ ରହିଛି ୭ ମାମଲା

ମୋହନା, ୧୨/୮: ମାଓ ସଂଗଠନ ଛାଡ଼ିଥିବା ଜଣେ ମାଓବାଦୀକୁ ଗିରଫ କରିଛି ଅଡବା ପୋଲିସ୍ । ଗିରଫ ମାଓବାଦୀ ହେଲେ ଡେକାପଙ୍କା ଗାଁର ପ୍ରଫୁଲ୍ଲ ପରିଚ୍ଛା ଓରଫ ଲୋରେ । ପ୍ରଫୁଲ ନାମରେ ଅଡବା ଥାନାରେ ୭ ଟି ମାମଲା ରହିଛି ।

ବିଶେଷ କରି ୨୦୦୮ ରୁ ୨୦୧୦ ମଧ୍ୟରେ ବିଭିନ୍ନ ମାଓ ହିଂସା ଘଟଣାରେ ସେ ସଂପୃକ୍ତି ଥିବା ପୋଲିସ ସୂଚନା ଦେଇଛି । ପ୍ରଫୁଲକୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା । ତେବେ ଆଜି ପ୍ରଫୁଲ୍ଲ ଡେକାପଙ୍କା ଗାଁର ନିଜ ଘରେ ଥିବା ଖବରପାଇ ପୋଲିସ ଚଢାଉ କରିଥିଲା । ତା’ ଘରୁ ପ୍ରଫୁଲ୍ଲକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅଡବା ଥାନା ଅଧିକାରୀ ଆନନ୍ଦ ପାତ୍ର ସୂଚନା ଦେଇଛନ୍ତି ।